ଚିଲିକା ନିକଟରେ ଅଟକିଛି ମାଲେସିଆ ଜାହାଜ, ଶୁଣୁନି କମ୍ପାନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଚିଲିକା ରାଜହଂସ ନିକଟରେ ଅଟକିଥିବା ମାଲେସିଆର ଏକ ଜାହଜ ପ୍ରସଙ୍ଗରେ କଂପାନୀକୁ ଚିଠି ଲେଖିଲା ଭାରତୀୟ ତଟରକ୍ଷୀ ବାହିନୀ। ଜାହାଜ ଟଗ୍ ଜିନ୍ ହ୍ୱା କଂପାନୀ ସହ ମୁଖ୍ୟ ସଚିବଙ୍କୁ ବି ଅବଗତ କଲା ତଟରକ୍ଷୀ ବାହିନୀ। ଜାହାଜରେ ବିପୁଳ ପରିମାଣର ତେଲ ଥିବାରୁ ଲିକ୍ ହେବା ଆଶଙ୍କା ରହିଛି। ଜାହାଜରେ ୩୦ ହଜାର ଲିଟର ଡିଜେଲ ଥିବା କୋଷ୍ଟଗାର୍ଡ ପକ୍ଷରୁ କୁହାଯାଇଛି। ସେହିପରି ଜାହାଜରେ ୧୦୦୦ ଲିଟର ଲ୍ୟୁବ୍‌ ଅଏଲ, ୨ଶହ ଲିଟର ହାଇଡ୍ରୋଲିକ୍ […]

j-987

j-987

Tapas Behera
  • Published: Wednesday, 14 August 2019
  • Updated: 14 August 2019, 06:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଚିଲିକା ରାଜହଂସ ନିକଟରେ ଅଟକିଥିବା ମାଲେସିଆର ଏକ ଜାହଜ ପ୍ରସଙ୍ଗରେ କଂପାନୀକୁ ଚିଠି ଲେଖିଲା ଭାରତୀୟ ତଟରକ୍ଷୀ ବାହିନୀ। ଜାହାଜ ଟଗ୍ ଜିନ୍ ହ୍ୱା କଂପାନୀ ସହ ମୁଖ୍ୟ ସଚିବଙ୍କୁ ବି ଅବଗତ କଲା ତଟରକ୍ଷୀ ବାହିନୀ। ଜାହାଜରେ ବିପୁଳ ପରିମାଣର ତେଲ ଥିବାରୁ ଲିକ୍ ହେବା ଆଶଙ୍କା ରହିଛି।

ଜାହାଜରେ ୩୦ ହଜାର ଲିଟର ଡିଜେଲ ଥିବା କୋଷ୍ଟଗାର୍ଡ ପକ୍ଷରୁ କୁହାଯାଇଛି। ସେହିପରି ଜାହାଜରେ ୧୦୦୦ ଲିଟର ଲ୍ୟୁବ୍‌ ଅଏଲ, ୨ଶହ ଲିଟର ହାଇଡ୍ରୋଲିକ୍ ଅଏଲ ଅଛି। ତେବେ ଜାହାଜରୁ ତେଲ ଲିକ୍ ହୋଇ ପରିବେଶରେ ପ୍ରଭାବ ପଡ଼ିପାରେ ବୋଲି ତଟରକ୍ଷୀ ବାହିନୀ ଆଶଙ୍କା କରିଛି।

ଏମିତିକି ଚିଲିକା ପ୍ରାକୃତିକ ପରିବେଶକୁ ନଷ୍ଟ କରିବା ସମ୍ଭାବନା ରହିଛି। ତେଲ ଲିକ୍ ଯେମିତି ନହେବ ତୁରନ୍ତ ପଦକ୍ଷେପ ନେବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ମାଲେସିଆରୁ  ବାଂଲାଦେଶ ଯିବା ବେଳେ ଜାହାଜଟି ଅଚଳ ହୋଇପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story