ନନ୍ଦନକାନନରେ ଏକ କଲରାପତରିଆ ବାଘର ମୃତ୍ୟୁ

Ordigital Desk
  • Published: Monday, 04 December 2017
  • , Updated: 04 December 2017, 08:15 AM IST
<p>ଭୁବନେଶ୍ୱର: ନନ୍ଦନକାନନରେ ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି।&nbsp; ଆଜି ସକାଳ ପ୍ରାୟ ୫ଟାରେ ବାଘର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ ବାଘର ବୟସ ୮ବର୍ଷ ହେବ।</p> <p>୨୦୧୩ ମସିହାରେ ଏହି ବାଘକୁ ଗୁଜରାଟରୁ ନନ୍ଦନକାନନ ଅଣାଯାଇଥିଲା।&nbsp; ତେବେ ବାଘ ମୃତ୍ୟୁର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ।</p> <p>&amp;nbsp;</p>

Related story