ମାଲକାନଗିରି: ହରି ଖିଲ ପରିବାରବର୍ଗଙ୍କୁ ମିଳିଲା ୫ ଲକ୍ଷ ଟଙ୍କାର ସହାୟତା ରାଶି

ମାଲକାନଗିରି: ମାଓବାଦୀଙ୍କ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ହରି ଖିଲ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆସିଥିବା ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ସ୍ଥାନୀୟ ତହସିଲଦାର ଫ।ଲଗୁନି ମାଝୀଙ୍କ ମାଧ୍ୟମରେ ଏହି ଅର୍ଥରାଶିକୁ ଚିତ୍ରକୋଣ୍ଡା ତହସିଲ ଅଫିସରେ ହରି ସ୍ତ୍ରୀ ପାର୍ବତୀ ଖିଲଙ୍କୁ ୫ ଲକ୍ଷ ଟଙ୍କ।ର ଚେକ ପ୍ରଦାନ କରିଥିଲେ। ଗତ ୨୯ ତାରିଖ ସକାଳକୁ ଗୁରୁପ୍ରିୟା ସେତୁ ନିକଟରେ ବିଏସଏଫ ଉପରେ ଆକ୍ରମଣ ବେଳେ ଏସ.ଆର କମ୍ପାନୀ ପାଇପ କାର୍ଯ୍ୟରେ […]

hari-khila

Rakesh Mallick
  • Published: Wednesday, 09 September 2015
  • , Updated: 09 September 2015, 03:39 AM IST

ମାଲକାନଗିରି: ମାଓବାଦୀଙ୍କ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ହରି ଖିଲ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆସିଥିବା ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ସ୍ଥାନୀୟ ତହସିଲଦାର ଫ।ଲଗୁନି ମାଝୀଙ୍କ ମାଧ୍ୟମରେ ଏହି ଅର୍ଥରାଶିକୁ ଚିତ୍ରକୋଣ୍ଡା ତହସିଲ ଅଫିସରେ ହରି ସ୍ତ୍ରୀ ପାର୍ବତୀ ଖିଲଙ୍କୁ ୫ ଲକ୍ଷ ଟଙ୍କ।ର ଚେକ ପ୍ରଦାନ କରିଥିଲେ। ଗତ ୨୯ ତାରିଖ ସକାଳକୁ ଗୁରୁପ୍ରିୟା ସେତୁ ନିକଟରେ ବିଏସଏଫ ଉପରେ ଆକ୍ରମଣ ବେଳେ ଏସ.ଆର କମ୍ପାନୀ ପାଇପ କାର୍ଯ୍ୟରେ ନିୟୋଜିତ ଥିବାବେଳେ ହଠାତ ମାଓବାଦୀ ଆକ୍ରମଣର ଶିକାର ହୋଇଥିଲେ।

Related story