ମାଲକାନଗିରିରେ ମିନି ଟ୍ରକ୍ ଓଲଟି ୧୧ ଆହତ, ୩ ଗୁରୁତର

ମାଲକାନଗିରି: ଏମ୍‌ଭି-୭୨ରେ ଆଜି ଏକ ମିନିଟ୍ରକ୍ ଓଲଟି ପଡ଼ିବାରୁ ୧୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏମାନେ ଏମ୍‌ଭି-୭୯ରୁ ଜିନିଷ ନେଇ ସାପ୍ତାହିକ ହାଟକୁ ଯାଉଥିଲେ।

malkangiri-accident

Rakesh Mallick
  • Published: Sunday, 05 February 2017
  • , Updated: 05 February 2017, 12:50 PM IST

ମାଲକାନଗିରି: ଏମ୍‌ଭି-୭୨ରେ ଆଜି ଏକ ମିନିଟ୍ରକ୍ ଓଲଟି ପଡ଼ିବାରୁ ୧୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଏମାନେ ଏମ୍‌ଭି-୭୯ରୁ ଜିନିଷ ନେଇ ସାପ୍ତାହିକ ହାଟକୁ ଯାଉଥିଲେ।

Related story