ମାଲକାନଗିରି: ୩ ମହିଳାଙ୍କ ସମେତ ୪ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଏସପିଙ୍କ ନିକଟରେ ୪ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ଆତ୍ମସମର୍ପଣ କରିଥିବା ୪ ମାଓବାଦୀ ହେଲେ ସୁନୀତା ୱାଞ୍ଜ।ମୀ, କୋଷି କୁଞ୍ଜ।ମୀ, ଇତେ କୁଞ୍ଜ।ମୀ ଏବଂ ଗଙ୍ଗ। କରତ୍ତାମୀ। ଏମାନେ ପଡିଆ ମାଓଦଳର ସଦସ୍ୟ ବୋଲି ପୋଲିସ ସୂଚନା ଦେଇଛି। ଦେବେ ସୋଡି ହତ୍ୟା, ତଣ୍ଡିକି ଆକ୍ରମଣ ଭଳି ଅନେକ ହିଂସାକାଣ୍ଡରେ ଏମାନେ ଜଡିତ ଥିବା ପୋଲିସ କହିଛି। ମାଓ କ୍ୟାମ୍ପରେ ଆଦିବାସୀଙ୍କୁ ନିର୍ଯାତନା ଓ ପୋଲିସ […]

mao

mao

Rakesh Mallick
  • Published: Friday, 21 August 2015
  • Updated: 21 August 2015, 09:49 AM IST

Sports

Latest News

ମାଲକାନଗିରି: ମାଲକାନଗିରି ଏସପିଙ୍କ ନିକଟରେ ୪ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ଆତ୍ମସମର୍ପଣ କରିଥିବା ୪ ମାଓବାଦୀ ହେଲେ ସୁନୀତା ୱାଞ୍ଜ।ମୀ, କୋଷି କୁଞ୍ଜ।ମୀ, ଇତେ କୁଞ୍ଜ।ମୀ ଏବଂ ଗଙ୍ଗ। କରତ୍ତାମୀ। ଏମାନେ ପଡିଆ ମାଓଦଳର ସଦସ୍ୟ ବୋଲି ପୋଲିସ ସୂଚନା ଦେଇଛି। ଦେବେ ସୋଡି ହତ୍ୟା, ତଣ୍ଡିକି ଆକ୍ରମଣ ଭଳି ଅନେକ ହିଂସାକାଣ୍ଡରେ ଏମାନେ ଜଡିତ ଥିବା ପୋଲିସ କହିଛି। ମାଓ କ୍ୟାମ୍ପରେ ଆଦିବାସୀଙ୍କୁ ନିର୍ଯାତନା ଓ ପୋଲିସ ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ଦେଖି ସେମାନେ ଲାଲ ଶିବିର ଛାଡିଥିବା କହିଛନ୍ତି ବୋଲି ପୋଲିସ କହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos