ମାଲକାନଗିରି: ଘରକୁ ଗଲା ଶହୀଦ ଯବାନଙ୍କ ମର ଶରୀର

ମାଲକାନଗିରି: ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ମାଓ ଆକ୍ରମଣରେ ଶହୀଦ ଯବାନମାନଙ୍କ ମର ଶରୀରକୁ ଯବାନମାନଙ୍କ ଘରକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ପଠାଯାଇଛି। ଏହା ପୂର୍ବରୁ ଗତକାଲି ସନ୍ଧ୍ୟାରେ ଶହୀଦ ଯବାନ ମାନଙ୍କୁ ଗାର୍ଡ୍ ଅଫ୍ ଅନର ପ୍ରଦାନ କରାଯାଇଥିଲା। ମାଲକାନଗିରି ସଦର ମହକୁମାର ଏମଭି-୩ ବିଏସ୍ଏଫ୍ କ୍ୟାମ୍ପରେ ଶହୀଦ ଯବାନମାନଙ୍କୁ ତୋପ ସଲାମୀ ଦିଆଯାଇଥିଲା। ଏହି ଅବସରରେ ଦକ୍ଷିଣ ପଶ୍ଚିମାଞ୍ଚଳ ଆଇଜି, ବିଏସଏଫର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ, ଗତକାଲି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ […]

bsf jawan-dead

bsf jawan-dead

Rakesh Mallick
  • Published: Thursday, 27 August 2015
  • Updated: 27 August 2015, 05:51 PM IST

Sports

Latest News

bsf attakck by maobadi

ମାଲକାନଗିରି: ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ମାଓ ଆକ୍ରମଣରେ ଶହୀଦ ଯବାନମାନଙ୍କ ମର ଶରୀରକୁ ଯବାନମାନଙ୍କ ଘରକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ପଠାଯାଇଛି। ଏହା ପୂର୍ବରୁ ଗତକାଲି ସନ୍ଧ୍ୟାରେ ଶହୀଦ ଯବାନ ମାନଙ୍କୁ ଗାର୍ଡ୍ ଅଫ୍ ଅନର ପ୍ରଦାନ କରାଯାଇଥିଲା। ମାଲକାନଗିରି ସଦର ମହକୁମାର ଏମଭି-୩ ବିଏସ୍ଏଫ୍ କ୍ୟାମ୍ପରେ ଶହୀଦ ଯବାନମାନଙ୍କୁ ତୋପ ସଲାମୀ ଦିଆଯାଇଥିଲା। ଏହି ଅବସରରେ ଦକ୍ଷିଣ ପଶ୍ଚିମାଞ୍ଚଳ ଆଇଜି, ବିଏସଏଫର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ସୂଚନାଯୋଗ୍ୟ, ଗତକାଲି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ମାଓବାଦୀଙ୍କ ବିସ୍ଫୋରଣରେ ୩ ଜଣ ବିଏସଏଫ ଯବାନଙ୍କ ସମେତ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ଆହତ ହୋଇଥିଲେ। ଶହୀଦ ଯବାନମାନେ ହେଲେ ହେଡ୍ କନଷ୍ଟେବଳ ଏମ୍.ରବିଚନ୍ଦ୍ର, ଏଏସ୍ଆଇ ଶ୍ରୀଧର ଏବଂ ଜି. ଅବିନାଶ । ଏହି ଘଟଣାରେ ଅନ୍ୟ ଜଣେ ସାଧାରଣ ଲୋକର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆହତ ଯବାନମାନେ ହେଲେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଅଶୋକ କୁମାର, କନଷ୍ଟେବଳ ମଦନ ଲାଲ୍, ତପନ କୁମାର, ଭି.ଭେଙ୍କଟେଶ୍ୱର ରାଓ, ଦାଶ ରଥ ଏବଂ ସତିଶ ଚନ୍ଦ୍ର ।

ବୁଧବାର ଚିତ୍ରକୋଣ୍ଡାର ସର୍କୁବନ୍ଧ ନିକଟରେ ମାଓ କ୍ୟାମ୍ପ ଥିବା ସୂଚନା ପାଇ ୩୦ରୁ ଊର୍ଦ୍ଧ୍ୱ ଯବାନମାନେ କମ୍ବିଂରେ ଯାଇଥିଲେ। ଯବାନମାନେ କମ୍ବିଂ ସାରି ଫେରିବା ପରେ ପୂର୍ବରୁ ଆମ୍ବୁସ ଲଗାଇ ବସିଥିବା ମାଓବାଦୀମାନେ ଆକ୍ରମଣ କରିଥିଲେ। ମାଓବାଦୀମାନେ ପ୍ରଥମେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ। ଏହାପରେ ମାଓବାଦୀମାନେ ଯବାନମାନଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ। ମାଓବାଦୀଙ୍କ ଆକ୍ରମଣ ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ଆନ୍ଧ୍ର, ଓଡ଼ିଶା ପୋଲିସ କମ୍ବିଂ ଓ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

ଅନ୍ୟପକ୍ଷରେ ଶହୀଦଙ୍କ ପରିବାରକୁ କେନ୍ଦ୍ର ଗୃହମନ୍ତ୍ରାଳୟର ବ୍ୟବସ୍ଥା ଅନୁଯାୟୀ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଏବଂ ୧୦ ଲକ୍ଷ ଟଙ୍କାର ଇନସୁରାନ୍ସ ପେ-ଆଉଟ୍ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ସେହିପରି ରାଜ୍ୟ ସରକାର ବିସ୍ପୋରଣରେ  ମୃତ ହରି ଖିଲଙ୍କ ପରିବାରକୁ ୫ ଲକ୍ଷ ଦେବାକୁ ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story