ଗୁରୁପ୍ରିୟା ସେତୁ କାମ ଜୁଲାଇରେ ସାରିବାକୁ ଲକ୍ଷ୍ୟ

ଭୁବନେଶ୍ୱର: ମାଲକାନଗିରି ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁ କାମ ଜୁଲାଇ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ବିଚ୍ଛିନ୍ନାଞ୍ଚରେ ମାଓ ଅପରେସନ୍‌ ଲାଗି ଏହି ସେତୁ ଜରୁରୀ ହୋଇଥିବାରୁ ଶୀଘ୍ର ସେତୁ ନିର୍ମାଣ କାମ ସାରିବାକୁ ଆଜି ବସିଥିବା ୟୁନିଫାଏଡ୍‌ କମାଣ୍ଡ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଗୁରୁପ୍ରିୟା ସେତୁ ବର୍ତ୍ତମାନ ସୁଦ୍ଧା ମାତ୍ର ୬୦ ପ୍ରତିଶ କାମ ସରିଛି। ତେବେ ସେପ୍ଟେମ୍ୱର ଯାଏଁ ଡେଡ୍‌ଲାଇ ରହିଥିବାରୁ ସେତୁ ନିର୍ମାଣ କାମ ସରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। […]

gurupriyasetu

gurupriyasetu

Rakesh Mallick
  • Published: Thursday, 30 March 2017
  • Updated: 30 March 2017, 09:08 PM IST

Sports

Latest News

ଭୁବନେଶ୍ୱର: ମାଲକାନଗିରି ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁ କାମ ଜୁଲାଇ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ବିଚ୍ଛିନ୍ନାଞ୍ଚରେ ମାଓ ଅପରେସନ୍‌ ଲାଗି ଏହି ସେତୁ ଜରୁରୀ ହୋଇଥିବାରୁ ଶୀଘ୍ର ସେତୁ ନିର୍ମାଣ କାମ ସାରିବାକୁ ଆଜି ବସିଥିବା ୟୁନିଫାଏଡ୍‌ କମାଣ୍ଡ ବୈଠକରେ ଗୁରୁତ୍ୱ ଦିଆଯାଇଛି।

ଗୁରୁପ୍ରିୟା ସେତୁ ବର୍ତ୍ତମାନ ସୁଦ୍ଧା ମାତ୍ର ୬୦ ପ୍ରତିଶ କାମ ସରିଛି। ତେବେ ସେପ୍ଟେମ୍ୱର ଯାଏଁ ଡେଡ୍‌ଲାଇ ରହିଥିବାରୁ ସେତୁ ନିର୍ମାଣ କାମ ସରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଆର୍‌ ଆଣ୍ଡ ବି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କହିଛନ୍ତି ନିର୍ଦ୍ଧାରିତ ସମୟ ଭିତରେ ସେତୁ କାମ ସରିଯିବ।

ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି,“ମାଓ ଦମନ ପାଇଁ କଳାହାଣ୍ଡିରେ ଅଧିକ ସୁରକ୍ଷା କର୍ମୀ ମୁତୟନ କରାଯାଇଛି। ତେବେ ଅପରେସନକୁ ଆହୁରି ଜୋରଦାର କରିବା ପାଇଁ ଦୁଇ ବାଟାଲିୟନ ଫୋର୍ସ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ହୋଇଛି।”

ମାଓ ଅପରେସନ୍‌ରେ ନିୟୋଜିତ ବିଏସ୍‌ଏଫ୍‌, ସିଆରପିଏଫ୍‌ ଓ ଗୁଇନ୍ଦା ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ମାଓବାଦୀମାନେ ପୋଲିସ୍‌ ଇନ୍‌ଫର୍ମରମାନଙ୍କୁ ଟାର୍ଗେଟ କରୁଥିବାରୁ ସେମାନଙ୍କ ସୁରକ୍ଷା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଛତିଶଗଡ଼ ଓ ଝାଡ଼ଖଣ୍ଡରେ ବ୍ୟାପକ ଫୋର୍ସ ମୁତୟନ ଯୋଗୁଁ ମାଓବାଦୀମାନେ ଓଡ଼ିଶା ପଳାଇ ଆସୁଥିବାରୁ ସେମାନଙ୍କ ଉପରେ ନଜର ରଖି ରଣନୀତି ପ୍ରସ୍ତୁତ ହୋଇଛି। ଭିତ୍ତିଭୂମି ବିକାଶ, ଜଏଣ୍ଟ ଅପରେସନ୍‌, ସୁରକ୍ଷା କର୍ମୀ ମୁତୟନ ଓ ସୂଚନା ଆଦାନ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ଉପରେ ବୈଠକରେ ଆଲୋଚନା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story