ମାଲକାନଗିରି ଜିଲ୍ଲାପାଳ ଅପହରଣ ମାମଲା: ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କଲେ ଆର. ଭିନିଲ୍ କ୍ରିଷ୍ଣା

ମାଲକାନଗିରି: ୨୦୧୧ରେ ମାଲକାନଗିରିର ତତକାଳୀନ ଜିଲ୍ଲାପାଳ ଆର. ଭିନିଲ୍ କ୍ରିଷ୍ଣାଙ୍କ ଅପହରଣ ମାମଲାରେ ସେ ଦୁଇଜଣଙ୍କୁ ଚିହ୍ନଟ କରିଛନ୍ତି। ବୁଧବାର ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟରେ ଭିନିଲ୍ କ୍ରିଷ୍ଣା ହାଜର ହୋଇ ସେମାନଙ୍କୁ ଚିହ୍ନଟ କରିଛନ୍ତି। କୋର୍ଟରେ ତାଙ୍କ ସହ ତତକାଳୀନ ପ୍ରକଳ୍ପ ନିର୍ଦ୍ଦେଶକ ବଲବନ୍ତ ସିଂ ମଧ୍ୟ ହାଜର ହୋଇଥିଲେ। ଅପହରଣ ଘଟଣାକୁ ନେଇ ଦୁଇଟି ଭିନ୍ନ ଭିନ୍ନ ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ  ପୋଲିସ କୋର୍ଟରେ ହାଜର କରିଥିଲା। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଭିନିଲ୍ କ୍ରିଷ୍ଣା […]

malkangiri

malkangiri

Rakesh Mallick
  • Published: Thursday, 17 December 2015
  • Updated: 17 December 2015, 10:14 AM IST

Sports

Latest News

ମାଲକାନଗିରି: ୨୦୧୧ରେ ମାଲକାନଗିରିର ତତକାଳୀନ ଜିଲ୍ଲାପାଳ ଆର. ଭିନିଲ୍ କ୍ରିଷ୍ଣାଙ୍କ ଅପହରଣ ମାମଲାରେ ସେ ଦୁଇଜଣଙ୍କୁ ଚିହ୍ନଟ କରିଛନ୍ତି। ବୁଧବାର ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟରେ ଭିନିଲ୍ କ୍ରିଷ୍ଣା ହାଜର ହୋଇ ସେମାନଙ୍କୁ ଚିହ୍ନଟ କରିଛନ୍ତି। କୋର୍ଟରେ ତାଙ୍କ ସହ ତତକାଳୀନ ପ୍ରକଳ୍ପ ନିର୍ଦ୍ଦେଶକ ବଲବନ୍ତ ସିଂ ମଧ୍ୟ ହାଜର ହୋଇଥିଲେ।

ଅପହରଣ ଘଟଣାକୁ ନେଇ ଦୁଇଟି ଭିନ୍ନ ଭିନ୍ନ ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ  ପୋଲିସ କୋର୍ଟରେ ହାଜର କରିଥିଲା। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଭିନିଲ୍ କ୍ରିଷ୍ଣା ଚିହ୍ନଟ କରିଥିବା ସୂଚନା ମିଳିଛି। ପୂର୍ବରୁ ଏହି ମାମଲାରେ ୧୯ଜଣଙ୍କ ସାକ୍ଷ୍ୟ ଗ୍ରହଣ ସରିଛି।

୨୦୧୧ ଫେବୃୟାରୀ ୧୬ ତାରିଖରେ ମାଲକାନଗିରି ଡୋଲିଆମ୍ୱରୁ ମାଓବାଦୀମାନେ ତତ୍କାଳୀନ ଜିଲ୍ଲାପାଳ ଭିନିଲ୍ କ୍ରିଷ୍ଣାଙ୍କୁ ଅପହରଣ କରି ନେଇଥିଲେ। ତାଙ୍କୁ ୯ଦିନ ରଖିବା ପରେ ମାଓବାଦୀମାନେ ମୁକ୍ତ କରିଥିଲେ। ଏହି ମାମଲା ଏବେ ବିଚାରଧୀନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story