ମାଲକାନଗିରି: କାଲିମେଳାରେ ବ୍ୟାପିବାରେ ଲାଗିଛି ଝାଡାବାନ୍ତି

ମାଲକାନଗିରି: କାଲିମେଳା ପଞ୍ଚାୟତରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ପଞ୍ଚାୟତର କାଲିମେଳା, ଏମ.ପି.ଭି-୩୫, ଏମଭି-୬୮ ଓ ଏମପିଭି-୧୨୫ ଆଦି ଗ୍ରାମରେ ଏହା ବ୍ୟାପକ ରୂପ ନେଇଛି । ଏହି ଅଞ୍ଚଳର ୩୦ରୁ ଊର୍ଦ୍ଧ୍ୱ ଝାଡାବାନ୍ତି ଆକ୍ରାନ୍ତ ରୋଗୀ କାଳିମେଳା ଡାକ୍ତରଖାନାରେ ଚିକିତ୍ସିତ ହୋଇ ସାରିଲେଣି । ଆହୁରି ବହୁ ଲୋକ ଏବେ ବି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବର୍ଷାଦିନେ ଦୂଷିତ ଖାଦ୍ୟ ଓ ପାନୀୟ ଜଳ ଯୋଗୁଁ ଏପରି ଝାରାବାନ୍ତି ବ୍ୟାପିଥିବା ଅନୁମାନ କରାଯାଉଛି ।

malkangiri

Rakesh Mallick
  • Published: Wednesday, 29 July 2015
  • , Updated: 29 July 2015, 12:22 PM IST

Related story