ମାଲକାନଗିରି: ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ୩ଟି ଗାଁର ୬୧ ମାଓ ସମର୍ଥକ

ମାଲକାନଗିରି: ମାଲକାନଗିରି ଏସପିଙ୍କ ନିକଟରେ ଶୁକ୍ରବାର ୩ଟି ଗାଁର ୬୧ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣ ମିଲେସିଆ, ଜଣେ ଭିଲେଜ କମିଟି ମେମ୍ୱର, ୨୭ ଜଣ ମହିଳା ଏବଂ ୩୪ ଜଣ ପୁରୁଷ ଅଛନ୍ତି। ଏମାନେ ସମସ୍ତେ ଗୁମୁକାଗୁଡା, ଏନ୍ତଗୁଡା ଓ ଏରେଲଗୁଡା ଅଞ୍ଚଳର ବୋଲି ଜଣାପଡିଛି।ଗତକାଲି ମାଲକାନଗିରି ଏସପିଙ୍କ ନିକଟରେ କାଲିମେଳା ଥାନା ବାରୁଗେଇ ଗାଁର ୧୨୯ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଥିଲେ। ତେବେ ଗତ ୧୧ ଦିନ ମଧ୍ୟରେ ୪ଜଣ […]

malkangiri

malkangiri

Rakesh Mallick
  • Published: Friday, 11 September 2015
  • Updated: 11 September 2015, 10:07 AM IST

ମାଲକାନଗିରି: ମାଲକାନଗିରି ଏସପିଙ୍କ ନିକଟରେ ଶୁକ୍ରବାର ୩ଟି ଗାଁର ୬୧ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣ ମିଲେସିଆ, ଜଣେ ଭିଲେଜ କମିଟି ମେମ୍ୱର, ୨୭ ଜଣ ମହିଳା ଏବଂ ୩୪ ଜଣ ପୁରୁଷ ଅଛନ୍ତି। ଏମାନେ ସମସ୍ତେ ଗୁମୁକାଗୁଡା, ଏନ୍ତଗୁଡା ଓ ଏରେଲଗୁଡା ଅଞ୍ଚଳର ବୋଲି ଜଣାପଡିଛି।ଗତକାଲି ମାଲକାନଗିରି ଏସପିଙ୍କ ନିକଟରେ କାଲିମେଳା ଥାନା ବାରୁଗେଇ ଗାଁର ୧୨୯ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଥିଲେ।malkangiri

ତେବେ ଗତ ୧୧ ଦିନ ମଧ୍ୟରେ ୪ଜଣ ମାଓବାଦୀଙ୍କ ସହ ଶତାଧିକ ମାଓ ସମର୍ଥକ ଆତ୍ମସମର୍ପଣ କରିଥିଲେ। ଅଗଷ୍ଟ ୩୧ ତାରିଖରେ ଜଣେ ମାଓବାଦୀଙ୍କ ସହ ଶତାଧିକ ମାଓ ସମର୍ଥକ ଆତ୍ମସମର୍ପଣ କରିଥିଲେ । ସେହିପରି ସେପ୍ଟେମ୍ବର ୫ ତାରିଖରେ ୩ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ଗତ ୮ ତାରିଖରେ କାଲିମେଳା ଥାନା ଗୁମୁକାଗୁଡା ଓ ଏନ୍ତାଗୁଡା ଗାଁର ୧୫୦ ମାଓ ସମର୍ଥକ ଆତ୍ମସମର୍ପଣ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story