ମାଲକାନଗିରି ଏସପିଙ୍କ ନିକଟରେ ଓରେଲଗୁଡା ଗାଁର ୫୮ ମାଓ ସମର୍ଥକଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲନଗିରିରେ ଆସ୍ଥା ହରାଉଛନ୍ତି ମାଓବାଦୀ। ଶନିବାର ପୁଣି ମାଲକାନଗିରି ଏସପିଙ୍କ ନିକଟରେ ୫୮ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୧୧ଜଣ ମିଲିସିଆ ଅଛନ୍ତି। ଏମାନେ ସମସ୍ତେ ଓରେଲଗୁଡା ଗାଁର। ଆତ୍ମସମର୍ପଣ କରିଥିବା ୫୮ଜଣଙ୍କ ମଧ୍ୟରେ ୩୦ଜଣ ମହିଳା ଅଛନ୍ତି। ଶୁକ୍ରବାର ମଧ୍ୟ ୬୧ଜଣ ମାଓ ସମର୍ଥକ ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ମଧ୍ୟରେ ୧୨ଜଣ ମିଲିସିଆ ଏବଂ ଜଣେ ଭିଲେଜ୍ କମିଟି ସଦସ୍ୟ ଥିଲେ ।  

malkangiri

Rakesh Mallick
  • Published: Saturday, 12 September 2015
  • , Updated: 12 September 2015, 10:47 AM IST

ମାଲକାନଗିରି: ମାଲନଗିରିରେ ଆସ୍ଥା ହରାଉଛନ୍ତି ମାଓବାଦୀ। ଶନିବାର ପୁଣି ମାଲକାନଗିରି ଏସପିଙ୍କ ନିକଟରେ ୫୮ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୧୧ଜଣ ମିଲିସିଆ ଅଛନ୍ତି। ଏମାନେ ସମସ୍ତେ ଓରେଲଗୁଡା ଗାଁର। ଆତ୍ମସମର୍ପଣ କରିଥିବା ୫୮ଜଣଙ୍କ ମଧ୍ୟରେ ୩୦ଜଣ ମହିଳା ଅଛନ୍ତି।

ଶୁକ୍ରବାର ମଧ୍ୟ ୬୧ଜଣ ମାଓ ସମର୍ଥକ ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ମଧ୍ୟରେ ୧୨ଜଣ ମିଲିସିଆ ଏବଂ ଜଣେ ଭିଲେଜ୍ କମିଟି ସଦସ୍ୟ ଥିଲେ ।

 

Related story