ରାଜ୍ୟରେ ଖୋଲିବ ସିନେମା ହଲ୍‌ ଓ ମଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଗଷ୍ଟ ମାସରେ ଖୋଲିବ ସିନେମା ହଲ୍‌ ଓ ମଲ୍‌। ୫୦ ପ୍ରତିଶତ ଦର୍ଶକକୁ ନେଇ ଚାଲି ପାରିବ ହଲ୍‌ ଓ ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ଖୋଲି ପାରିବ ମଲ୍‌। ଏନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ପ୍ରଦୀପ ଜେନା ଘୋଷଣା। ରେଷ୍ଟୁରାଣ୍ଟ, ବାର୍, ଢାବା ୫୦% କ୍ଷମତାକୁ ନେଇ ଖୋଲି ପାରିବ। କଟକ, ପୁରୀ, ଭୁବନେଶ୍ୱରରେ ହଲ୍ ଓ ମଲ୍ ପାଇଁ ସ୍ୱତନ୍ତ୍ର ନିୟମ ନିୟମ କରାଯାଇଛି। ହଲ୍‌ ଓ ମଲ୍ ଯାଉଥିବା ପ୍ରାପ୍ତବୟସ୍କ […]

Cinema Hall

Cinema Hall

Manoranjan Sial
  • Published: Saturday, 31 July 2021
  • Updated: 31 July 2021, 04:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଗଷ୍ଟ ମାସରେ ଖୋଲିବ ସିନେମା ହଲ୍‌ ଓ ମଲ୍‌। ୫୦ ପ୍ରତିଶତ ଦର୍ଶକକୁ ନେଇ ଚାଲି ପାରିବ ହଲ୍‌ ଓ ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ଖୋଲି ପାରିବ ମଲ୍‌। ଏନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ପ୍ରଦୀପ ଜେନା ଘୋଷଣା।

ରେଷ୍ଟୁରାଣ୍ଟ, ବାର୍, ଢାବା ୫୦% କ୍ଷମତାକୁ ନେଇ ଖୋଲି ପାରିବ। କଟକ, ପୁରୀ, ଭୁବନେଶ୍ୱରରେ ହଲ୍ ଓ ମଲ୍ ପାଇଁ ସ୍ୱତନ୍ତ୍ର ନିୟମ ନିୟମ କରାଯାଇଛି। ହଲ୍‌ ଓ ମଲ୍ ଯାଉଥିବା ପ୍ରାପ୍ତବୟସ୍କ ଲୋକଙ୍କ ପାଇଁ ଟିକା ସାର୍ଟିଫିକେଟ ଜରୁରୀ କରାଯାଇଛି। ଯାତ୍ରା, ଅପେରା ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ। ସମୁଦ୍ର କୂଳ, ପାର୍କ ଖୋଲା ରହିବ। ଗାଇଡଲାଇନ ମାନିବେ ପର୍ଯ୍ୟଟକ।ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ ବୋଲି ଏସ୍‌ଆର୍‌ସି ଘୋଷଣା କରିଛନ୍ତି।

ଏଣିକି ରାସ୍ତା କଡ଼ ଦୋକାନରେ ଖାଇ ପାରିବେ ଲୋକେ। ରାଜ୍ୟରେ ସାପ୍ତାହିକ ହାଟ ଖୋଲିବାକୁ ଅନୁମତି ମିଳିଛି। ଧାର୍ମିକ ପୀଠ ଖୋଲିବାକୁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇପାରିବେ। ତାଲିମ ଓ ପରୀକ୍ଷା କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ଖୋଲାଯାଇ ପାରିବ। ମ୍ୟୁଜିୟମ, ପର୍ଯ୍ୟଟନ ସ୍ଥାନ ଖୋଲାଯାଇ ପାରିବ। ନନ୍ଦନକାନନ, ୱାଟ ପାର୍କ ଆଦି ଖୋଲା ଯାଇ ପାରିବ ବୋଲି ଏସ୍‌ଆର୍‌ସି ଘୋଷଣା କରିଛନ୍ତି।

ଅଗଷ୍ଟ ମାସରେ ସମସ୍ତ ଧାର୍ମିକ, ରାଜନୈତିକ, ସାମାଜିକ ସମାବେଶ ହୋଇପାରିବ ନାହିଁ। ସେହିପରି ପ୍ରଦର୍ଶନୀ, ବାଣିଜ୍ୟିକ ମେଳା ମହୋତ୍ସବ ମଧ୍ୟ ବାରଣ କରାଯାଇଛି। ଆଜି ଘୋଷଣା ହୋଇଥିବା ଅଗଷ୍ଟ ମାସର ଗାଇଡଲାଇନ ସେପ୍ଟେମ୍ୱର ପହିଲା ଯାଏ ଲାଗୁ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story