ଭୁଜାଲିରେ ହାଣି ଛଡ଼ାଇ ନେଲେ ୫୦ ହଜାର ଟଙ୍କା

ଅନୁଗୋଳ(ବିରଜା ଦାଶ): ଦିନ ଦି’ପହରରେ ଜଣେ ବ୍ୟକ୍ତିଙ୍କୁ ଭୁଜାଲିରେ ଆକ୍ରମଣ କରି ଦୁର୍ବୃତ୍ତ ଲୁଟିନେଇଛନ୍ତି ୫୦ ହଜାର ଟଙ୍କା। ଏପରି ଘଟଣା ଅନୁଗୋଳ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। କିଶୋରନଗର ଯୁକ୍ତ ଦୁଇ କଲେଜର କର୍ମଚାରୀ ପ୍ରେମାନିଧି ସାହୁ ଆଜି କଲେଜ ଯାଇଥିଲେ। କଲେଜ ସାରି ବ୍ୟାଙ୍କରୁ ୫୦ ହଜାର ଟଙ୍କା ଉଠାଇ ଅପରାହ୍ନରେ ସାଇକେଲ୍‌ରେ ଘରକୁ ଫେରୁଥିଲେ। ଧସର ବ୍ରିଜ୍‌ ନିକଟରେ […]

attack-in-angul

attack-in-angul

Manoranjan Sial
  • Published: Wednesday, 17 April 2019
  • Updated: 17 April 2019, 04:19 PM IST

ଅନୁଗୋଳ(ବିରଜା ଦାଶ): ଦିନ ଦି’ପହରରେ ଜଣେ ବ୍ୟକ୍ତିଙ୍କୁ ଭୁଜାଲିରେ ଆକ୍ରମଣ କରି ଦୁର୍ବୃତ୍ତ ଲୁଟିନେଇଛନ୍ତି ୫୦ ହଜାର ଟଙ୍କା। ଏପରି ଘଟଣା ଅନୁଗୋଳ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

କିଶୋରନଗର ଯୁକ୍ତ ଦୁଇ କଲେଜର କର୍ମଚାରୀ ପ୍ରେମାନିଧି ସାହୁ ଆଜି କଲେଜ ଯାଇଥିଲେ। କଲେଜ ସାରି ବ୍ୟାଙ୍କରୁ ୫୦ ହଜାର ଟଙ୍କା ଉଠାଇ ଅପରାହ୍ନରେ ସାଇକେଲ୍‌ରେ ଘରକୁ ଫେରୁଥିଲେ। ଧସର ବ୍ରିଜ୍‌ ନିକଟରେ ଦୁଇ ଜଣ ଯୁବକ ଏକ ସ୍କୁଟିରେ ଆସି ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ଶରୀର ବିଭିନ୍ନ ସ୍ଥାନରେ ଗଭୀର କ୍ଷତି ସୃଷ୍ଟି ହୋଇଛି। ପରେ ଟଙ୍କା ବ୍ୟାଗକୁ ଧରି ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ।

ପ୍ରେମାନିଧିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କିଶୋରନଗର ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story