ବଡ଼ ଭାଇକୁ କଟୁରିରେ ହାଣି ଫେରାର

ସୋର (ଶଶିକାନ୍ତ ବେହେରା): ସାନ ଭାଇର କଟୁରି ଚୋଟରେ ବଡ଼ ଭାଇ ଗୁରୁତର ଆହତ ହୋଇଛନ୍ତି। ଏହି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ରଟିଣା ଗାଁରୁ। ଗୁରୁତର ଭାବେ ଆହତ ବ୍ୟକ୍ତିଙ୍କ ନାଁ ବିଦ୍ୟାଧର ନାୟକ। ତାଙ୍କୁ ଖିଇରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଫେରାର ଅଭିଯୁକ୍ତ ତଥା ବିଦ୍ୟାଧରଙ୍କ ସାନ ଭାଇଙ୍କ ନାଁ କରୁଣାକର ନାୟକ। ମିଳିଥିବା ସୂଚନା ଅନୁଯାୟୀ, ଜମିବାଡ଼ିକୁ କେନ୍ଦ୍ର କରି ଦୁଇ ଭାଇଙ୍କ […]

katuri

katuri

Jitendra Garnayak
  • Published: Sunday, 17 March 2019
  • Updated: 17 March 2019, 09:15 AM IST

Sports

Latest News

ସୋର (ଶଶିକାନ୍ତ ବେହେରା): ସାନ ଭାଇର କଟୁରି ଚୋଟରେ ବଡ଼ ଭାଇ ଗୁରୁତର ଆହତ ହୋଇଛନ୍ତି। ଏହି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ରଟିଣା ଗାଁରୁ।

ଗୁରୁତର ଭାବେ ଆହତ ବ୍ୟକ୍ତିଙ୍କ ନାଁ ବିଦ୍ୟାଧର ନାୟକ। ତାଙ୍କୁ ଖିଇରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି।

ଫେରାର ଅଭିଯୁକ୍ତ ତଥା ବିଦ୍ୟାଧରଙ୍କ ସାନ ଭାଇଙ୍କ ନାଁ କରୁଣାକର ନାୟକ।

man1ମିଳିଥିବା ସୂଚନା ଅନୁଯାୟୀ, ଜମିବାଡ଼ିକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ବହୁ ଦିନରୁ ବିବାଦ ଲାଗି ରହିଥିଲା। ଏହାକୁ କେନ୍ଦ୍ର କରି ଶନିବାର ରାତିରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ କରୁଣାକର ତାଙ୍କ ବଡ଼ ଭାଇଙ୍କୁ କଟୁରିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ବିଦ୍ୟାଧରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଖଇରା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story