ମହିଳାଙ୍କ ଘରେ ପଶି ଯୁବକ ହଟହଟା,ବହେ ଛେଚା ଖାଇଲେ

ଭଦ୍ରକ: ମହିଳାଙ୍କ ଘରେ ପଶି ଯୁବକ ହଟହଟା। ସଂପୃକ୍ତ ଯୁବକଙ୍କୁ ନିସ୍ତୁକ ପିଟିଛନ୍ତି ମହିଳା। ଭଦ୍ରକ ଜିଲ୍ଲା ଧାମରା ପାଇକସାହିରେ ଘଟିଛି ଏପରି ଘଟଣା। ଅଭିଯୋଗ ଅନୁସାରେ ଧାମରାରେ ମାଛଧରା ବୋଟରେ କାମ କରୁଥିବା ଜଣେ ଯୁବକ ଜଣେ ମହିଳାଙ୍କ ଘରେ ପଶିଥିଲେ। ପରେ ପରିବାର ଲୋକେ ଯୁବକଙ୍କୁ ଧରି ବାନ୍ଧିବା ସହ ମାଡ଼ ମାରିଥିଲେ। ଘଟଣାସ୍ଥଳରେ ଧାମରା ସାମୁଦ୍ରିକ ଥାନା ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲା। ଯୁବକଙ୍କୁ ଡାକ୍ତରଖାନାରେ ପଠାଇଥିଲା।  ସମ୍ପୃକ୍ତ ଯୁବକଙ୍କ ଘର […]

nn

Rakesh Mallick
  • Published: Monday, 13 November 2017
  • , Updated: 13 November 2017, 02:28 PM IST

ଭଦ୍ରକ: ମହିଳାଙ୍କ ଘରେ ପଶି ଯୁବକ ହଟହଟା। ସଂପୃକ୍ତ ଯୁବକଙ୍କୁ ନିସ୍ତୁକ ପିଟିଛନ୍ତି ମହିଳା। ଭଦ୍ରକ ଜିଲ୍ଲା ଧାମରା ପାଇକସାହିରେ ଘଟିଛି ଏପରି ଘଟଣା।

ଅଭିଯୋଗ ଅନୁସାରେ ଧାମରାରେ ମାଛଧରା ବୋଟରେ କାମ କରୁଥିବା ଜଣେ ଯୁବକ ଜଣେ ମହିଳାଙ୍କ ଘରେ ପଶିଥିଲେ। ପରେ ପରିବାର ଲୋକେ ଯୁବକଙ୍କୁ ଧରି ବାନ୍ଧିବା ସହ ମାଡ଼ ମାରିଥିଲେ। ଘଟଣାସ୍ଥଳରେ ଧାମରା ସାମୁଦ୍ରିକ ଥାନା ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲା। ଯୁବକଙ୍କୁ ଡାକ୍ତରଖାନାରେ ପଠାଇଥିଲା।  ସମ୍ପୃକ୍ତ ଯୁବକଙ୍କ ଘର ବାଲେଶ୍ୱର ଜିଲ୍ଲା ଅଞ୍ଚଳରେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

 

Related story