ମୋବାଇଲ୍ ଚୋରି କରୁଥିଲେ, ଧରାପଡ଼ି ଛେଚା ଖାଇଲେ

ସୋର (ଶଶିକାନ୍ତ ବେହେରା): ମୋବାଇଲ୍ ଚୋରି କରୁଥିବା ବେଳେ ଦୁଇ ଜଣ ବ୍ୟକ୍ତି ଧରାପଡ଼ି ନିସ୍ତୁକ ମାଡ଼ ଖାଇଛନ୍ତି। ଏ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ ବାରିକପୁର ହାଟରେ। ଆଜି ଏଠାରେ ସପ୍ତାହିକ ହାଟ ଚାଲିଥିବା ବେଳେ ଦୁଇ ଜଣ ମୋବାଇଲ୍‌ ଚୋର ଜଣେ ବ୍ୟକ୍ତିଙ୍କ ପକେଟ୍‌ରୁ ମୋବାଇଲ୍‌ ନେଇ ଯିବାକୁ ଉଦ୍ୟମ କରୁଥିବା ବେଳେ ଧରା ପଡ଼ିଯାଇଥିଲେ। ଲୋକେ ଉଭୟଙ୍କୁ କାବୁ କରି ବହୁତ ମାଡ଼ ଦେଇଥିଲେ। ଖବର ପାଇ ସୋର ପୁଲିସ୍ […]

soro

soro

Jyoshna Pradhan
  • Published: Friday, 26 July 2019
  • Updated: 26 July 2019, 01:48 PM IST

Sports

Latest News

ସୋର (ଶଶିକାନ୍ତ ବେହେରା): ମୋବାଇଲ୍ ଚୋରି କରୁଥିବା ବେଳେ ଦୁଇ ଜଣ ବ୍ୟକ୍ତି ଧରାପଡ଼ି ନିସ୍ତୁକ ମାଡ଼ ଖାଇଛନ୍ତି। ଏ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ ବାରିକପୁର ହାଟରେ।

ଆଜି ଏଠାରେ ସପ୍ତାହିକ ହାଟ ଚାଲିଥିବା ବେଳେ ଦୁଇ ଜଣ ମୋବାଇଲ୍‌ ଚୋର ଜଣେ ବ୍ୟକ୍ତିଙ୍କ ପକେଟ୍‌ରୁ ମୋବାଇଲ୍‌ ନେଇ ଯିବାକୁ ଉଦ୍ୟମ କରୁଥିବା ବେଳେ ଧରା ପଡ଼ିଯାଇଥିଲେ। ଲୋକେ ଉଭୟଙ୍କୁ କାବୁ କରି ବହୁତ ମାଡ଼ ଦେଇଥିଲେ।

ଖବର ପାଇ ସୋର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି  ଦୁଇ ଜଣଙ୍କୁ ଉଦ୍ଧାର କରିଥିଲା। ଏହି ଦୁଇ ଚୋରଙ୍କ ମଧ୍ୟରେ ଜଣେ ନାବାଳକ ଥିବା ମଧ୍ୟ ଜଣାପଡ଼ିଛି। ଉଭୟଙ୍କ ଘର ଝାରଖଣ୍ଡରେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story