ବଡ଼ ଭାଇର କାଠଫାଳିଆ ମାଡ଼ରେ ସାନ ଭାଇ ମୃତ

କୁଚିଣ୍ଡା(ଦେବନ୍ଦ୍ର ବେହେରା): ବଡ଼ ଭାଇର କାଠ ଫାଳିଆ ମାଡ଼ରେ ସାନ ଭାଇର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏ ଦୁଃଖଦ ଘଟଣା ଘଟିଛି ସମ୍ୱଲପୁର ଜିଲ୍ଲା ମହୁଲପାଲି ଥାନା ଅନ୍ତର୍ଗତ କୁରମିମୁଣ୍ଡା ଗାଁରେ। ମୃତକଙ୍କ ନାଁ ପ୍ରଦୀପ ବାଗ୍‌। ତାଙ୍କ ବଡ଼ ଭାଇ ତଥା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ନାଁ ସର୍ଦାର ବାଗ୍‌। ଘରଡ଼ିହ ଭାଗବଣ୍ଟାକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ବଚସା ଉଗ୍ରରୂପ ନେଇଥିଲା। ସର୍ଦାର ହଠାତ୍ ଏକ […]

murder

murder

Jyoshna Pradhan
  • Published: Friday, 19 April 2019
  • Updated: 19 April 2019, 11:16 AM IST

Sports

Latest News

କୁଚିଣ୍ଡା(ଦେବନ୍ଦ୍ର ବେହେରା): ବଡ଼ ଭାଇର କାଠ ଫାଳିଆ ମାଡ଼ରେ ସାନ ଭାଇର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏ ଦୁଃଖଦ ଘଟଣା ଘଟିଛି ସମ୍ୱଲପୁର ଜିଲ୍ଲା ମହୁଲପାଲି ଥାନା ଅନ୍ତର୍ଗତ କୁରମିମୁଣ୍ଡା ଗାଁରେ।

ମୃତକଙ୍କ ନାଁ ପ୍ରଦୀପ ବାଗ୍‌। ତାଙ୍କ ବଡ଼ ଭାଇ ତଥା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ନାଁ ସର୍ଦାର ବାଗ୍‌।

ଘରଡ଼ିହ ଭାଗବଣ୍ଟାକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ବଚସା ଉଗ୍ରରୂପ ନେଇଥିଲା। ସର୍ଦାର ହଠାତ୍ ଏକ କାଠଫାଳିଆରେ ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ସର୍ଦାରଙ୍କ ଆକ୍ରମଣରେ ତାଙ୍କ ଭାଇବୋହୂ ଅର୍ଥାତ୍ ପ୍ରଦୀପଙ୍କ ପତ୍ନୀ ଆହତ ହୋଇଛନ୍ତି।

ମହୁଲପାଲି ଥାନା ପୁଲିସ୍‌ ସର୍ଦାର ବାଗ୍‌ଙ୍କୁ ଅଟକ ରଖିବା ସହିତ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story