କେନ୍ଦୁଝର(ପ୍ରଣୟ ପାଣି): ନବବଧୂ ପରି ସଜେଇ ହୋଇ ଥିଲା ଘର। ବାଜାବାଣରେ ଦାଣ୍ଡ ଦୁଆର ଦୁଲୁକି ଉଠିଥାନ୍ତା । ଆଉ ସେ ରୋଷଣୀ ନେଇ ବିବାହ ବେଦୀକୁ ଯାଇଥାନ୍ତେ। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। ଫୁଲ ସବାରିରେ ନୁହେଁ ବରଂ କୋକେଇରେ ହେଲା ତାଙ୍କ ଶେଷଯାତ୍ରା। ବାହା ବେଦିରେ ବସିବା ପୂର୍ବରୁ ଚାଲିଗଲା ଜୀବନ। ଏମିତି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ କେନ୍ଦୁଆ ଗାଁରେ। ଗାଁର ଲୋକନାଥ […]
439