ନାଳରେ ପଡ଼ିଗଲା କାର୍, ଜଣେ ମୃତ
ପିପିଲି (ଓଡ଼ିଶା ରିପୋର୍ଟର): ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ଗୁଡ଼ିଆପୋଖରୀ ଛକଠାରେ ଆଜି ଏକ କାର୍ ଭାରସାମ୍ୟ ହରାଇ ନାଳରେ ପଡ଼ିଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ସ୍ମୃତି ରଞ୍ଜନ ପଣ୍ଡା। ତାଙ୍କ ଘର ପୁରୀ ମଧୁବନ ଅଞ୍ଚଳରେ। ସେ ପୁରୀ ମୁଖ୍ୟ ଚିକତ୍ସାଳୟରେ ରେଡ଼ିଓ ଗ୍ରାଫର ଭାବରେ କାର୍ଯ୍ୟ କରୁଥିଲେ। ପିପିଲି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି। ଭୁବନେଶ୍ୱରରୁ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ପିପିଲି (ଓଡ଼ିଶା ରିପୋର୍ଟର): ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ଗୁଡ଼ିଆପୋଖରୀ ଛକଠାରେ ଆଜି ଏକ କାର୍ ଭାରସାମ୍ୟ ହରାଇ ନାଳରେ ପଡ଼ିଯାଇଛି।
ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ସ୍ମୃତି ରଞ୍ଜନ ପଣ୍ଡା। ତାଙ୍କ ଘର ପୁରୀ ମଧୁବନ ଅଞ୍ଚଳରେ।
ସେ ପୁରୀ ମୁଖ୍ୟ ଚିକତ୍ସାଳୟରେ ରେଡ଼ିଓ ଗ୍ରାଫର ଭାବରେ କାର୍ଯ୍ୟ କରୁଥିଲେ।
ପିପିଲି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି।
ଭୁବନେଶ୍ୱରରୁ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।