ରାସନ କାର୍ଡ ପାଇଁ ଯାଇ ଘରକୁ ଫେରିଲେନି ଯୁବକ   

ଅନୁଗୋଳ(ବିରଜା ଦାସ): ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ହନୁମାନପୁର ଗ୍ରାମସ୍ଥିତ ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକଜଣକ ହେଲେ ହନୁମାନପୁର ପଞ୍ଚାୟତ ଅନ୍ତର୍ଗତ ବିରଭୂମି ଗ୍ରାମର ମାୟାଧର ବେହେରା (୩୫) । ମୃତ ମାୟାଧର ଓ ତାଙ୍କ ବାପା ରାସନ କାର୍ଡ ପାଇଁ କଣିହାଁ ବ୍ଲକକୁ ଗତ ୨୮ତାରିଖରେ ଯାଇଥିଲେ । ବ୍ଲକରେ କାମ ସରିବା ପରେ ପ୍ରଥମେ ମାୟାଧରଙ୍କ ବାପା ଘରକୁ ଫେରିଥିଲେ। ହେଲେ ଦୀର୍ଘ ସମୟ […]

drown-1

drown-1

Niharika Rout
  • Published: Saturday, 30 May 2020
  • Updated: 30 May 2020, 09:36 AM IST

Sports

Latest News

ଅନୁଗୋଳ(ବିରଜା ଦାସ): ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ହନୁମାନପୁର ଗ୍ରାମସ୍ଥିତ ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକଜଣକ ହେଲେ ହନୁମାନପୁର ପଞ୍ଚାୟତ ଅନ୍ତର୍ଗତ ବିରଭୂମି ଗ୍ରାମର ମାୟାଧର ବେହେରା (୩୫) ।

ମୃତ ମାୟାଧର ଓ ତାଙ୍କ ବାପା ରାସନ କାର୍ଡ ପାଇଁ କଣିହାଁ ବ୍ଲକକୁ ଗତ ୨୮ତାରିଖରେ ଯାଇଥିଲେ । ବ୍ଲକରେ କାମ ସରିବା ପରେ ପ୍ରଥମେ ମାୟାଧରଙ୍କ ବାପା ଘରକୁ ଫେରିଥିଲେ। ହେଲେ ଦୀର୍ଘ ସମୟ ଅପେକ୍ଷା କରି ବି  ମାୟାଧର ଘରେ ନ  ପହଞ୍ଚିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ହେଲେ ପୁଅର କୌଣସି ସନ୍ଧାନ ପାଇ ନ ଥିଲେ।

ଗତକାଲି ରାତିରେ ପୋଖରୀରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ । ଖବର ପାଇ ପୁଲିସ୍‌ ରାତିରେ  ଘଟଣାସ୍ଥଳରେ ପହଞ୍ଚି  ମୃତଦେହ ଉଦ୍ଧାର କରିଥିଲା। ଏହାପରେ ପରିବାର ଲୋକେ ପହଞ୍ଚି ତାହା ମାୟାଧରଙ୍କ ମୃତଦେହ ବୋଲି ଚିହ୍ନଟ କରିଥିଲେ । ଆଜି ସକାଳେ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା କଣିହାଁ ପୁଲିସ୍‌ ସୂଚନା ଦେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story