ପତାକା ବାନ୍ଧିବା ବେଳେ ଲାଗିଗଲା ବିଦ୍ୟୁତ୍ ତାର

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ପତାକା ବାନ୍ଧୁ ଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଅଳନ୍ଦାସାରଗାଁ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିମୁଣ୍ଡା ଗାଁରେ। ମୃତକଙ୍କ ନାଁ ଅକ୍ଷୟ ଜେନା। ସେ ସେଇ ଗାଁର ପିଲା। ଗାଁରେ ଏକ ସଭାର ନିର୍ଦ୍ଦିଷ୍ଟ ଦଳର ସଭା ପାଇଁ ଅକ୍ଷୟ ଦଳୀୟ ପତାକା ବାନ୍ଧୁଥିବା ବେଳେ ଏହି ଅଘଟଣ ଘଟିଥିଲା।  

dead

dead

Jitendra Garnayak
  • Published: Monday, 24 December 2018
  • Updated: 24 December 2018, 10:47 PM IST

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ପତାକା ବାନ୍ଧୁ ଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଅଳନ୍ଦାସାରଗାଁ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିମୁଣ୍ଡା ଗାଁରେ। ମୃତକଙ୍କ ନାଁ ଅକ୍ଷୟ ଜେନା। ସେ ସେଇ ଗାଁର ପିଲା।

ଗାଁରେ ଏକ ସଭାର ନିର୍ଦ୍ଦିଷ୍ଟ ଦଳର ସଭା ପାଇଁ ଅକ୍ଷୟ ଦଳୀୟ ପତାକା ବାନ୍ଧୁଥିବା ବେଳେ ଏହି ଅଘଟଣ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story