ପତାକା ବାନ୍ଧିବା ବେଳେ ଲାଗିଗଲା ବିଦ୍ୟୁତ୍ ତାର
ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ପତାକା ବାନ୍ଧୁ ଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଅଳନ୍ଦାସାରଗାଁ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିମୁଣ୍ଡା ଗାଁରେ। ମୃତକଙ୍କ ନାଁ ଅକ୍ଷୟ ଜେନା। ସେ ସେଇ ଗାଁର ପିଲା। ଗାଁରେ ଏକ ସଭାର ନିର୍ଦ୍ଦିଷ୍ଟ ଦଳର ସଭା ପାଇଁ ଅକ୍ଷୟ ଦଳୀୟ ପତାକା ବାନ୍ଧୁଥିବା ବେଳେ ଏହି ଅଘଟଣ ଘଟିଥିଲା।
ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ପତାକା ବାନ୍ଧୁ ଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଅଳନ୍ଦାସାରଗାଁ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିମୁଣ୍ଡା ଗାଁରେ। ମୃତକଙ୍କ ନାଁ ଅକ୍ଷୟ ଜେନା। ସେ ସେଇ ଗାଁର ପିଲା।
ଗାଁରେ ଏକ ସଭାର ନିର୍ଦ୍ଦିଷ୍ଟ ଦଳର ସଭା ପାଇଁ ଅକ୍ଷୟ ଦଳୀୟ ପତାକା ବାନ୍ଧୁଥିବା ବେଳେ ଏହି ଅଘଟଣ ଘଟିଥିଲା।