କଟକ (ଦେବାଶିଷ ମହାନ୍ତି): ପୁଅ ଭାଙ୍ଗିଲା ଟ୍ରାଫିକ୍ ନିୟମ। ବାପା ଗଣିଲେ ତଣ୍ଡ। ଟ୍ରାଫିକ୍ ନିୟମ ଆଜି ସାରା ରାଜ୍ୟରେ କଡ଼ାକଡ଼ି ହେବା ପରେ କଟକରେ ଏପରି ଏକ ଘଟଣା ଘଟିଛି। କଟକ ମଧୁପାଟଣା ଛକରେ ଜଣେ ନାବାଳକ ବାଇକ୍ ଚଳାଉଥିବା ଅଭିଯୋଗରେ ତାଙ୍କ ବାପାଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି।
ଖାନ୍ ନଗର ଅଞ୍ଚଳର ଏହି ନାବାଳକ ବିନା କୌଣସି ପ୍ରମାଣ ପତ୍ରରେ ବାଇକ୍ ଚଲାଉଥିଲେ। ଗାଡ଼ି ଚଲାଇବା ବେଳେ ଫୋନ୍ରେ କଥା ହେବା ସହ ହେଲମେଟ୍ ବି ପିନ୍ଧି ନଥିଲେ। ଏହା ଦେଖି ଟ୍ରାଫିକ୍ ପୁଲିସ୍ ତାଙ୍କ ବାପା ସୁରେନ୍ଦ୍ର କୁମାର ସାହୁଙ୍କୁ ଡାକି ୬ ହଜାର ଟଙ୍କା ଚାଲାଣ କାଟିଛି।
ସୂଚନାଯୋଗ୍ୟ, ଡ୍ରାଇଭିଂ ଲାଇସେନ୍ସ, ଫିଟ୍ନେସ୍, ପଲ୍ୟୁସନ୍ ଭଳି ଗାଡ଼ି କାଗଜପତ୍ରକୁ ଛାଡ଼ି ଦେଲେ ଅନ୍ୟ ସବୁ କ୍ଷେତ୍ରରେ ନୂଆ ଟ୍ରାଫିକ୍ ନିୟମକୁ ଆଜିଠୁ ସାରା ରାଜ୍ୟରେ କଡ଼ା କ଼ଡ଼ି ଭାବେ ଲାଗୁ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଭିଜିଲାନ୍ସ ଜାଲରେ ଡେପୁଟି ଜେନେରାଲ୍ ମ୍ୟାନେଜର୍; ୪ଟି ସ୍ଥାନରେ ଚଢ଼ାଉ
ସୁବାଷ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Accident
ବାଲିଯାତ୍ରାରେ ଅଘଟଣ; ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ନାବାଳକଙ୍କ ଜୀବନ
କଟକ ତୁଳସୀପୁର ସ୍ଥିତ ଶିଶୁ ମନ୍ଦିରରେ ଯୁକ୍ତ ଦୁଇରେ ପଢୁଥିଲେ ବିଶ୍ୱ ପ୍ରକାଶ ।
Entertainment
ବିବାହ ବନ୍ଧନରେ ବାନ୍ଧି ହେଲେ ଏଲିନା; ଫ୍ୟାନଙ୍କୁ ଦେଲେ ସରପ୍ରାଇଜ୍
ଦୀର୍ଘ ବର୍ଷ ଧରି ଏଲିନା ଓ ଅନୁରାଗ ଘନିଷ୍ଠ ବନ୍ଧୁ ଥିଲେ। ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା।
Accident
ବାର୍ହା ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର, ସେଥିରେ ପଡ଼ି ଚାଲିଗଲା ୩ ହାତୀଙ୍କ ଜୀବନ !
ଆଜି ସକାଳେ ସ୍ଥାନୀୟ ଲୋକେ ବୁରମାଲ ଜଙ୍ଗଲ ୩ଟି ହାତୀ ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ।
Crime
ଉପ ଜିଲ୍ଲାପାଳଙ୍କ ଘରେ ପଶିଲା ଭିଜିଲାନ୍ସ; ୧୦ଟି ସ୍ଥାନରେ ଚଢ଼ାଉ
ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଛି।