ପତ୍ର ତୋଳିବାକୁ ଜଙ୍ଗଲକୁ ଯାଇଥିଲେ, କାମୁଡ଼ି ଦେଲା ଭାଲୁ

ଆନନ୍ଦପୁର( ମୁନା ସିଂହ ): ପତ୍ର ଓ ଦାନ୍ତକାଠି ଆଣିବାକୁ ଜଙ୍ଗଲକୁ ଯାଇଥିବା ବେଳେ ଆକ୍ରମଣ କଲେ ୨ ଭାଲୁ। ଫଳରେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ଆନନ୍ଦପୁର ଥାନା କୋଡ଼ପଡା ପଞ୍ଚାୟତ ରଟୁଆଁ ଗାଁର ଶ୍ରୀରାମ ମାଝି। ଉପସ୍ଥିତ ବୁଦ୍ଧି ଖଟାଇ ଶ୍ରୀରାମ ଭାଲୁଙ୍କ କବଳରୁ ରକ୍ଷା ପାଇ ଗାଁକୁ ଦୌଡ଼ି ପଳାଇ ଆସିଥିଲେ| ଏହାପରେ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରିଛନ୍ତି|

beer-2-1

Niharika Rout
  • Published: Thursday, 26 December 2019
  • , Updated: 26 December 2019, 11:20 AM IST

ଆନନ୍ଦପୁର( ମୁନା ସିଂହ ): ପତ୍ର ଓ ଦାନ୍ତକାଠି ଆଣିବାକୁ ଜଙ୍ଗଲକୁ ଯାଇଥିବା ବେଳେ ଆକ୍ରମଣ କଲେ ୨ ଭାଲୁ। ଫଳରେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ଆନନ୍ଦପୁର ଥାନା କୋଡ଼ପଡା ପଞ୍ଚାୟତ ରଟୁଆଁ ଗାଁର ଶ୍ରୀରାମ ମାଝି।

ଉପସ୍ଥିତ ବୁଦ୍ଧି ଖଟାଇ ଶ୍ରୀରାମ ଭାଲୁଙ୍କ କବଳରୁ ରକ୍ଷା ପାଇ ଗାଁକୁ ଦୌଡ଼ି ପଳାଇ ଆସିଥିଲେ| ଏହାପରେ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରିଛନ୍ତି|

Related story