ଧାନ କାଟିବାକୁ ଯାଇଥିଲେ, ହେଲେ...

ଭଞ୍ଜନଗର(ପ୍ରଦୀପ କୁମାର ସ୍ୱାଇଁ): ଜଣେ ଚାଷୀ ଆଜି ସକାଳେ ଜମିକୁ ଧାନ କାଟିବାକୁ ଯାଇଥିଲେ। ତେବେ ସେଠାରେ ସେ ଜଙ୍ଗଲୀ ବାର୍‌ହାଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ଚାରି ପାଞ୍ଚୋଟି ବାର୍‌ହା ତାଙ୍କୁ ଆକ୍ରମଣ କରି ଥିବା ସୂଚନା ମିଳିଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲାର ସିଂହମର୍ଦନ ଗାଁରେ। ଗୁରୁତର ଭାବେ ଆହତ ଚାଷୀଙ୍କ ନାଁ ମୋଚିରାମ ବେହେରା। ତାଙ୍କୁ ପ୍ରଥମେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ  ବ୍ରହ୍ମପୁର ବଡ଼ […]

Wild_Boar

Wild_Boar

Jyoshna Pradhan
  • Published: Sunday, 18 November 2018
  • Updated: 18 November 2018, 12:27 PM IST

Sports

Latest News

ଭଞ୍ଜନଗର(ପ୍ରଦୀପ କୁମାର ସ୍ୱାଇଁ): ଜଣେ ଚାଷୀ ଆଜି ସକାଳେ ଜମିକୁ ଧାନ କାଟିବାକୁ ଯାଇଥିଲେ। ତେବେ ସେଠାରେ ସେ ଜଙ୍ଗଲୀ ବାର୍‌ହାଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ଚାରି ପାଞ୍ଚୋଟି ବାର୍‌ହା ତାଙ୍କୁ ଆକ୍ରମଣ କରି ଥିବା ସୂଚନା ମିଳିଛି। ତାଙ୍କ ଅବସ୍ଥା ଗୁରୁତର ରହିଛି।

ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲାର ସିଂହମର୍ଦନ ଗାଁରେ। ଗୁରୁତର ଭାବେ ଆହତ ଚାଷୀଙ୍କ ନାଁ ମୋଚିରାମ ବେହେରା।

ତାଙ୍କୁ ପ୍ରଥମେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ  ବ୍ରହ୍ମପୁର ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story