ପୁତୁରାର ପେଟରେ ଗୁଳି ଫୁଟାଇ ଦେଲା କାକା

Ordigital Desk
  • Published: Friday, 01 December 2017
  • , Updated: 01 December 2017, 01:08 PM IST
<p>ଖୋର୍ଦ୍ଧା: ପାରିବାରିକ କଳହକୁ ନେଇ ଖୋର୍ଦ୍ଧା ଜିଲ୍ଲା ଜଟଣୀ କୁସୁମାଟି ଗାଁରେ ଗୁଳିମାଡ ହୋଇଛି। କକାର ଗୁଳିମାଡ଼ରେ ପୁତୁରା ଗୁରୁତର ଆହତ ହୋଇଛନ୍ତି। ପୁତୁରାଙ୍କ ପେଟରେ ଗୁଳି ବାଜିଛି। ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ପାରିବାରିକ ଶତ୍ରୁତାର ଉତ୍ତ୍ୟକ୍ତ ହୋଇ କକା ପୁତୁରା ଉପରକୁ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି।</p>

Related story