ବଡ଼ ଭାଇକୁ ହାଣି ପାଇଖାନା ଟାଙ୍କିରେ ଫିଙ୍ଗି ଦେଲା ସାନ ଭାଇ

<p>ଆସିକା( ଓଡ଼ିଶା ରିପୋର୍ଟର): ବଡ଼ ଭାଇକୁ ହାଣି ପାଇଖାନା ଟାଙ୍କିରେ ସାନ ଭାଇ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା &zwnj;ଆସିକା ଥାନା ଅନ୍ତର୍ଗତ ଜୟପୁର ଗାଁରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ପାଇଖାନା ଟାଙ୍କିରୁ ବଡ଼ ଭାଇର ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତକ ହେଲେ କାବୁଲା ପାତ୍ର। ପାରିବାରିକ କଳହରୁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ପୋଲିସ୍&zwnj;&nbsp; ଘଟଣାର ତଦନ୍ତ କରୁଛି।</p> <p>ସାନ ଭାଇ ସନ୍ତୋଷ ୨ ଦିନ ପୂର୍ବରୁ କାବୁଲାଙ୍କୁ ମାରି ପାଇଖାନା ଟାଙ୍କିରେ ପକାଇଥିବା ପୋଲିସ ସନ୍ଦେହ କରୁଛି। ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ଜେଲରେ ଥିବା ସନ୍ତୋଷ ୪ ଦିନ ତଳେ ଜେଲରୁ ଫେରିଥିଲେ।</p>

Ordigital Desk
  • Published: Friday, 26 January 2018
  • Updated: 26 January 2018, 05:02 PM IST

Sports

Latest News

<p>ଆସିକା( ଓଡ଼ିଶା ରିପୋର୍ଟର): ବଡ଼ ଭାଇକୁ ହାଣି ପାଇଖାନା ଟାଙ୍କିରେ ସାନ ଭାଇ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା &zwnj;ଆସିକା ଥାନା ଅନ୍ତର୍ଗତ ଜୟପୁର ଗାଁରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ପାଇଖାନା ଟାଙ୍କିରୁ ବଡ଼ ଭାଇର ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତକ ହେଲେ କାବୁଲା ପାତ୍ର। ପାରିବାରିକ କଳହରୁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ପୋଲିସ୍&zwnj;&nbsp; ଘଟଣାର ତଦନ୍ତ କରୁଛି।</p><p>ସାନ ଭାଇ ସନ୍ତୋଷ ୨ ଦିନ ପୂର୍ବରୁ କାବୁଲାଙ୍କୁ ମାରି ପାଇଖାନା ଟାଙ୍କିରେ ପକାଇଥିବା ପୋଲିସ ସନ୍ଦେହ କରୁଛି। ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ଜେଲରେ ଥିବା ସନ୍ତୋଷ ୪ ଦିନ ତଳେ ଜେଲରୁ ଫେରିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos