ଫୋନ୍‌ରେ ଆସିଲା ଡକରା; ଆଉ ଫେରିଲେନି…

<p>ନୟାଗଡ଼: ରାଜନୈତିକ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ କେଶପାଣିଆ ଗାଁରେ। ଗତକାଲି ରାତି ପ୍ରାୟ ୧୧ଟାରେ ଗାଁର ସୁବା ଦାଶଙ୍କୁ କେହି ଫୋନ କରି ଡାକିଥିଲେ। ତେଣୁ ସେ ବାଇକ ନେଇ ସ୍ଥାନୀୟ ସ୍କୁଲ ନିକଟକୁ ଯାଇଥିଲେ। ହେଲେ ରାତି ଗୋଟାଏ ବେଳେ ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ସୁବାଙ୍କ ପରିବାର ଲୋକେ&nbsp; ଘଟଣାସ୍ଥଳରେ ପହଞ୍ଚିଥିଲେ। ସୁବାଙ୍କୁ ଗୁରୁତର ଅବସ୍ଥାରେ ଦେଖି &nbsp;ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।&nbsp; ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।</p> <p>ଗୋଡିପଡ଼ା ଫାଣ୍ଡି ଓ ଶରଣକୁଳ ଥାନା ପୋଲିସ ପହଞ୍ଚି ଘଟଣାର ଛାନଭିନ ଜାରି ରଖିଛନ୍ତି।&nbsp; ରାଜନୈତିକ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।</p>

Ordigital Desk
  • Published: Thursday, 30 November 2017
  • Updated: 30 November 2017, 09:57 AM IST

Sports

Latest News

<p>ନୟାଗଡ଼: ରାଜନୈତିକ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ କେଶପାଣିଆ ଗାଁରେ। ଗତକାଲି ରାତି ପ୍ରାୟ ୧୧ଟାରେ ଗାଁର ସୁବା ଦାଶଙ୍କୁ କେହି ଫୋନ କରି ଡାକିଥିଲେ। ତେଣୁ ସେ ବାଇକ ନେଇ ସ୍ଥାନୀୟ ସ୍କୁଲ ନିକଟକୁ ଯାଇଥିଲେ। ହେଲେ ରାତି ଗୋଟାଏ ବେଳେ ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ସୁବାଙ୍କ ପରିବାର ଲୋକେ&nbsp; ଘଟଣାସ୍ଥଳରେ ପହଞ୍ଚିଥିଲେ। ସୁବାଙ୍କୁ ଗୁରୁତର ଅବସ୍ଥାରେ ଦେଖି &nbsp;ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।&nbsp; ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।</p><p>ଗୋଡିପଡ଼ା ଫାଣ୍ଡି ଓ ଶରଣକୁଳ ଥାନା ପୋଲିସ ପହଞ୍ଚି ଘଟଣାର ଛାନଭିନ ଜାରି ରଖିଛନ୍ତି।&nbsp; ରାଜନୈତିକ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos