ପୁଲିସ୍ ପିଛା କରିବାରୁ ଅଧାବାଟରୁ ବର ଚମ୍ପଟ

ସୋର (ଶଶିକାନ୍ତ ବେହେରା): ବନ୍ଧୁବାନ୍ଧବଙ୍କୁ ଧରି ବିରାଟ ପଟୁଆରରେ ବାହା ହେବାକୁ ଯାଉଥିଲେ। ହେଲେ ଖବର ପହଞ୍ଚିଲା, ତାଙ୍କୁ ପୁଲିସ୍ ପିଛା କରୁଛି। ତେଣୁ ଆଉ କନ୍ୟା ଘରକୁ ନ ଯାଇ ଅଧାବାଟରେ କାର୍‌ରୁ ଓହ୍ଲାଇ ସେ ଫେରାର ହୋଇଯାଇଥିଲେ। ଗତକାଲି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ। ଫେରାର ଯୁବକଙ୍କ ନାଁ ଜିତେନ୍ଦ୍ର ନାୟକ। ତାଙ୍କ ଘର ବାସୁଦେବପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁରରେ। ସୋର ଥାନା ଅନ୍ତର୍ଗତ ତଳନଗର ଗାଁରେ […]

police

police

Jitendra Garnayak
  • Published: Wednesday, 13 March 2019
  • Updated: 13 March 2019, 10:58 AM IST

Sports

Latest News

ସୋର (ଶଶିକାନ୍ତ ବେହେରା): ବନ୍ଧୁବାନ୍ଧବଙ୍କୁ ଧରି ବିରାଟ ପଟୁଆରରେ ବାହା ହେବାକୁ ଯାଉଥିଲେ। ହେଲେ ଖବର ପହଞ୍ଚିଲା, ତାଙ୍କୁ ପୁଲିସ୍ ପିଛା କରୁଛି। ତେଣୁ ଆଉ କନ୍ୟା ଘରକୁ ନ ଯାଇ ଅଧାବାଟରେ କାର୍‌ରୁ ଓହ୍ଲାଇ ସେ ଫେରାର ହୋଇଯାଇଥିଲେ। ଗତକାଲି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ।

ଫେରାର ଯୁବକଙ୍କ ନାଁ ଜିତେନ୍ଦ୍ର ନାୟକ। ତାଙ୍କ ଘର ବାସୁଦେବପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁରରେ। ସୋର ଥାନା ଅନ୍ତର୍ଗତ ତଳନଗର ଗାଁରେ ତାଙ୍କ ବାହାଘର ଠିକ୍ ହୋଇଥିଲା। ଗତକାଲି ସେ ବାହା ହେବାକୁ ଆସିବା ବେଳେ ପୁଲିସ୍‌ ତାଙ୍କୁ ଗିରଫ କରିବାକୁ ଆସୁଥିବା ଖବର ପାଇବା ପରେ ସେ ଫେରାର ହୋଇଯାଇଥିଲେ।

କାହିଁକି ପୁଲିସ୍‌ ବାନ୍ଧିବାକୁ ଆସୁଥିଲା?
ଜିତେନ୍ଦ୍ରଙ୍କ ନାଁରେ ବାସୁଦେବପୁର ଥାନାରେ ଜଣେ ଯୁବତୀ ଅଭିଯୋଗ କରିବା ପରେ ପୁଲିସ୍ ତାଙ୍କୁ ଗିରଫ କରିବାକୁ ଆସୁଥିଲା। ଏହି ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ଜିତେନ୍ଦ୍ର ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏମିତିକି ତାଙ୍କ ସହିତ ସେ ଶାରୀରିକ ସଂପର୍କ ବି ରଖିଥିଲେ।

ବର ପକ୍ଷର ଦୁଇ ଜଣଙ୍କୁ ଅଟକ ରଖିଲେ ଗାଁ ଲୋକେ
ବର ଫେରାର ହୋଇଯିବାରୁ ଆଉ ବାହାଘର ହୋଇପାରି ନଥିଲା। ବରଯାତ୍ରୀ ପାଇଁ ରନ୍ଧା ହୋଇଥିବା ଖାଦ୍ୟ ବି ନଷ୍ଟ ହେଲା। ତେବେ ବର ଫେରାର ହୋଇଯିବା ଖବର ପାଇବା ପରେ କନ୍ୟା ପକ୍ଷର ଲୋକେ ବର ଘରର ଦୁଇ ଜଣ ଲୋକଙ୍କୁ ଅଟକ ରଖିଥିଲେ। ସେମାନେ ଆଗୁଆ କନ୍ୟା ଘରେ ପହଞ୍ଚିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story