ମୁମ୍ବାଇରୁ ଯାଉଥିଲେ କୋଲକାତା, ସୋନପୁରରେ ଚାଲିଗଲା ଜୀବନ

ସୋନପୁର (ରବୀନ୍ଦ୍ର ହୋତା): ଲକ୍‌ଡାଉନ୍‌ ଯୋଗୁ ମୁମ୍ୱାଇରେ ଫସି ରହିଥିବା ଜଣେ ଯୁବକ କୋଲକାତା ଫେରୁଥିବାବେଳେ ସୋନପୁରରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଶେଖ୍‌ ଜାମେରୁଲ୍‌ ଇସଲାମ୍‌ (୩୮)। ଜାମେରୁଲଙ୍କ ସମେତ କୋଲକାତାର ୧୪ ଜଣ ଶ୍ରମିକ ମୁମ୍ୱାଇର ଏକ କମ୍ପାନିରେ କାମ କରୁଥିଲେ। ଲକ୍‌ଡଉନ୍‌ ଯୋଗୁ କମ୍ପାନି ବନ୍ଦ ହୋଇଗଲା। ଏହାପରେ ଟଙ୍କା ସରିଯିବାରୁ ୨୩ ତାରିଖରେ ସେମାନେ ମୁମ୍ୱାଇରୁ କୋଲକାତା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ରାସ୍ତାରେ ବିଭିନ୍ନ ଗାଡ଼ିକୁ ଲିଫ୍ଟ ମାଗି […]

sonepur

sonepur

Jitendra Garnayak
  • Published: Wednesday, 27 May 2020
  • Updated: 27 May 2020, 01:16 PM IST

Sports

Latest News

ସୋନପୁର (ରବୀନ୍ଦ୍ର ହୋତା): ଲକ୍‌ଡାଉନ୍‌ ଯୋଗୁ ମୁମ୍ୱାଇରେ ଫସି ରହିଥିବା ଜଣେ ଯୁବକ କୋଲକାତା ଫେରୁଥିବାବେଳେ ସୋନପୁରରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଶେଖ୍‌ ଜାମେରୁଲ୍‌ ଇସଲାମ୍‌ (୩୮)।

ଜାମେରୁଲଙ୍କ ସମେତ କୋଲକାତାର ୧୪ ଜଣ ଶ୍ରମିକ ମୁମ୍ୱାଇର ଏକ କମ୍ପାନିରେ କାମ କରୁଥିଲେ। ଲକ୍‌ଡଉନ୍‌ ଯୋଗୁ କମ୍ପାନି ବନ୍ଦ ହୋଇଗଲା। ଏହାପରେ ଟଙ୍କା ସରିଯିବାରୁ ୨୩ ତାରିଖରେ ସେମାନେ ମୁମ୍ୱାଇରୁ କୋଲକାତା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ରାସ୍ତାରେ ବିଭିନ୍ନ ଗାଡ଼ିକୁ ଲିଫ୍ଟ ମାଗି ଛତିଶଗଡ଼ର ରାୟପୁରରେ ପହଞ୍ଚିଥିଲେ। ସେଠରୁ ଓଡ଼ିଶାରେ ପ୍ରବେଶ କରି ଏକ ବସ୍‌ ଉପରେ ବସି ସୋନପୁର ପର୍ଯ୍ୟନ୍ତ ଆସିଥିଲେ। ତେବେ ସୋନପୁରରୁ ୩ କିଲୋମିଟର ଚାଲିଲା ପରେ ଶେଖ ଜାମେରୁଲ ଇସଲାମ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ।

ସୋନପୁର ପୁଲିସ ତାଙ୍କୁ ସହରର ହାତୀଶାଳପଡ଼ା କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଆଣି ସ୍ୱାସ୍ଥ୍ୟ ପରୀକ୍ଷା କରିବାର ବ୍ୟବସ୍ଥା କରିଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ତାଙ୍କ ସ୍ୱାବ୍‌ ଟେଷ୍ଟ ପାଇଁ ପଠାଯାଇଛି। ତା’ସହିତ ସୋନପୁର ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story