ସମ୍ପତ୍ତି ପାଇଁ ବାପାଙ୍କୁ ଗୁଳିକରି ହତ୍ୟାକଲା ପୁଅ!

ଜଳେଶ୍ୱର(ଅଜିତ ଦାସ): ସମ୍ପତ୍ତି ଲୋଭରେ ବାପାଙ୍କୁ ପୁଅ ହତ୍ୟା କରିଦେବା ଭଳି ଦୁଃଖଦାୟକ ଘଟଣା ଗତ ୨୫ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଘଟିଥିଲା। କିନ୍ତୁ ଆଜି ପ୍ରାଥମିକ ଅନୁସନ୍ଧାନ ପରେ ବାଲିଆପାଳ ପୁଲିସ ଏହି ମାମଲାର ପର୍ଦ୍ଦାଫାସ କରିଛି। ପୁଲିସ ସମସ୍ତ ଅଭିଯୁକ୍ତଙ୍କ ଗିରଫ କରିଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ କାର୍‌ ଓ ବନ୍ଧୁକ ମଧ୍ୟ ଜବତ କରିଛି। ଉତ୍ତରପ୍ରଦେଶ ନିବାସୀ ରାକେଶ ଚୌଧୁରୀଙ୍କ ଜଣେ ବିବାହିତ ବ୍ୟକ୍ତି। ଉତ୍ତରପ୍ରଦେଶରେ ତାଙ୍କର ସ୍ତ୍ରୀ ଓ ପିଲାମାନେ ରହୁଛନ୍ତି। […]

MAN-SHOOTS-HIS-FATHER-DEAD-OVER-A-PROPERTY-DISPUTE

Manoranjan Sial
  • Published: Tuesday, 23 July 2019
  • Updated: 23 July 2019, 04:58 PM IST

Sports

Latest News

ଜଳେଶ୍ୱର(ଅଜିତ ଦାସ): ସମ୍ପତ୍ତି ଲୋଭରେ ବାପାଙ୍କୁ ପୁଅ ହତ୍ୟା କରିଦେବା ଭଳି ଦୁଃଖଦାୟକ ଘଟଣା ଗତ ୨୫ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଘଟିଥିଲା। କିନ୍ତୁ ଆଜି ପ୍ରାଥମିକ ଅନୁସନ୍ଧାନ ପରେ ବାଲିଆପାଳ ପୁଲିସ ଏହି ମାମଲାର ପର୍ଦ୍ଦାଫାସ କରିଛି। ପୁଲିସ ସମସ୍ତ ଅଭିଯୁକ୍ତଙ୍କ ଗିରଫ କରିଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ କାର୍‌ ଓ ବନ୍ଧୁକ ମଧ୍ୟ ଜବତ କରିଛି।

ଉତ୍ତରପ୍ରଦେଶ ନିବାସୀ ରାକେଶ ଚୌଧୁରୀଙ୍କ ଜଣେ ବିବାହିତ ବ୍ୟକ୍ତି। ଉତ୍ତରପ୍ରଦେଶରେ ତାଙ୍କର ସ୍ତ୍ରୀ ଓ ପିଲାମାନେ ରହୁଛନ୍ତି। ତେବେ ରାକେଶ ଓଡ଼ିଶା ଆସି ବାଲିଆପାଳ ବ୍ଲକର ଡାଙ୍ଗପିଟା ଗାଁରେ ରହିଥିଲେ। ସେଠାରେ ରହଣି ସମୟରେ ସେ ଦ୍ୱିତୀୟ ବିବାହ କରିଥିଲେ। ଏହି ବିବାହ ପରେ ଉତ୍ତରପ୍ରଦେଶରେ ଥିବା ତାଙ୍କର ସମସ୍ତ ସମ୍ପତ୍ତିକୁ ବିକ୍ରି କରି ଡାଙ୍ଗପିଟାରେ ରହି କ୍ଷୀର ବ୍ୟବସାୟ କରିଆସୁଥିଲେ। ମାତ୍ର ସେ ତାଙ୍କର ପ୍ରଥମ ସ୍ତ୍ରୀ ଓ ପିଲାଙ୍କୁ ତାଙ୍କ ସମ୍ପତ୍ତିରେ ଭାଗ ଦେଇନଥିଲେ। ଯାହାକୁ ନେଇ ରାକେଶ ଓ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ପୁଅ ଅନୁଜ କୁମାର ଚୌଧୁରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ସମ୍ପତ୍ତିରୁ ବଞ୍ଚିତ ହେବା ପରେ ପ୍ରତିଶୋଧ ପରାୟଣ ହୋଇ ପଡ଼ିଥିଲେ ଅନୁଜ।

ବାପାଙ୍କୁ ହତ୍ୟା କରିବା ପାଇଁ ଅନୁଜ ଓ ତାଙ୍କର ଦୁଇ ସହଯୋଗୀ ଉତ୍ତରପ୍ରଦେଶରୁ ଏକ କାର୍‌ ଯୋଗେ ବାଲେଶ୍ୱର ଆସିଥିଲେ। ଆଉ ତା’ପରେ ବାପା ରାକେଶଙ୍କୁ ଗୁଳିକରି ଉତ୍ତରପ୍ରଦେଶ ଫେରି ଯାଇଥିଲେ। ରାକେଶ୍‌ଙ୍କ ଦ୍ୱିତୀୟ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ପୁଲିସ ପ୍ରବୀଣ ଅଗ୍ରୱାଲା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ କାର୍‌ ଓ ବନ୍ଧୁକ ଜବତ କରିଛି। ସେହି ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ମୃତକଙ୍କ ସମ୍ପର୍କୀୟ ଅନୁପ କୁମାର ଚୌଧୁରୀ ଓ ଯଶରାଜ ଚୌଧୁରୀଙ୍କୁ ଉତ୍ତରପ୍ରଦେଶ ପୁଲିସ ଗିରଫ କରିଛି। ସେମାନଙ୍କୁ ଖୁବ୍‌ଶୀଘ୍ର ବାଲିଆପାଳ ପୁଲିସ ରିମାଣ୍ଡରେ ଆଣିବ ବୋଲି ବସ୍ତା ଏସ୍‌ଡିପିଓ ରଣଜିତ ପୃଷ୍ଟି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story