ପାରାଦୀପ: ଜାହାଜରେ ରଶି ଲଗାଇ ଝୁଲି ପଡ଼ିଲେ ନାବିକ

ପାରାଦୀପ: (ଓଡ଼ିଶା ରିପୋର୍ଟର): ଏକ କୋଷ୍ଟଗାର୍ଡ ଜାହାଜରେ ଜଣେ ନାବିକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ରେଜିୟା ସୁଲତାନା ନାମକ ଜାହାଜରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଜାହାଜ ଭିତରେ ରଶି ଲଗାଇ ନାବିକ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଗୌତମନ୍ ଏ. କେ। କୋଷ୍ଟଗାର୍ଡ ଅଧିକାରୀଙ୍କ ରିପୋର୍ଟ ପରେ ମେରାଇନ୍ ଥାନା ତଦନ୍ତ ଆରମ୍ଭ କରିଛି। ଜାହାଜରୁ ମୃତଦେହକୁ ନେଇ ବ୍ୟବଚ୍ଛେଦ ଲାଗି ପଠାଇଲା ପୁଲିସ। ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ।

87-1

Tapas Behera
  • Published: Monday, 05 October 2020
  • , Updated: 05 October 2020, 10:26 PM IST

Related story