ହାତୀ ଆକ୍ରମଣରେ ଜଣେ ମୃତ

ଆନନ୍ଦପୁର(ମୁନା ସିଂହ): କେନ୍ଦୁଝର ଜିଲ୍ଲା ଶୋଷ ଥାନା ଅନ୍ତର୍ଗତ କୁସଟିକିରି ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଶୁକ ଖଣ୍ଡେଇ ଓରଫ ଖୁକା(୪୫)। ଆଜି ସକାଳ ପ୍ରାୟ ୫ଟା ବେଳେ ସେ ନିକଟସ୍ଥ ସାଳନ୍ଦୀ ନଦୀକୁ ଶୌଚ ପାଇଁ ଯାଉଥିଲେ। ଏହି ସମୟରେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ଖୁକାଙ୍କ ମୃତ୍ୟୁ ଘଟିଥିଲା।

eledead

Jitendra Garnayak
  • Published: Tuesday, 07 May 2019
  • , Updated: 07 May 2019, 08:35 AM IST

ଆନନ୍ଦପୁର(ମୁନା ସିଂହ): କେନ୍ଦୁଝର ଜିଲ୍ଲା ଶୋଷ ଥାନା ଅନ୍ତର୍ଗତ କୁସଟିକିରି ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଶୁକ ଖଣ୍ଡେଇ ଓରଫ ଖୁକା(୪୫)।

ଆଜି ସକାଳ ପ୍ରାୟ ୫ଟା ବେଳେ ସେ ନିକଟସ୍ଥ ସାଳନ୍ଦୀ ନଦୀକୁ ଶୌଚ ପାଇଁ ଯାଉଥିଲେ। ଏହି ସମୟରେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ଖୁକାଙ୍କ ମୃତ୍ୟୁ ଘଟିଥିଲା।

Related story