ମାନସ ଦାସଙ୍କ ପୁଅ ଗିରଫ

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର) ପ୍ରଥମେ ବାପା ଆଉ ତା ପରେ ପୁଅ। ବାପା ଗିରଫ ହେବାର କେଇ କ୍ଷଣ ଭିତରେ ପୁଅ ବନ୍ଧା ହୋଇଛି। ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କ ପୁଅ ମନୋରଂଜନ ଦାସଙ୍କୁ ଗିରଫ କରିଛି ପୁଲିସ। ଏ ନେଇ ଖୋର୍ଦ୍ଧା ପୁଲିସ ସୂଚନା ଦେଇଛି।  କିଛି ସମୟ ତଳେ ମାନସ ଦାସଙ୍କୁ ଗିରଫ କରିଥିଲା ପୁଲିସ।  ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ ତାଲିବାନୀ ଷ୍ଟାଇଲ୍‌ରେ ଶାସନ ଚଳାଇଥିବା ଅଭିଯୋଗ ହୋଇଥିଲା। ତେବେ ଭୁବନେଶ୍ୱର […]

manbad

manbad

Tapas Behera
  • Published: Thursday, 02 September 2021
  • Updated: 02 September 2021, 07:50 PM IST

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର) ପ୍ରଥମେ ବାପା ଆଉ ତା ପରେ ପୁଅ। ବାପା ଗିରଫ ହେବାର କେଇ କ୍ଷଣ ଭିତରେ ପୁଅ ବନ୍ଧା ହୋଇଛି। ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କ ପୁଅ ମନୋରଂଜନ ଦାସଙ୍କୁ ଗିରଫ କରିଛି ପୁଲିସ। ଏ ନେଇ ଖୋର୍ଦ୍ଧା ପୁଲିସ ସୂଚନା ଦେଇଛି।  କିଛି ସମୟ ତଳେ ମାନସ ଦାସଙ୍କୁ ଗିରଫ କରିଥିଲା ପୁଲିସ।  ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ ତାଲିବାନୀ ଷ୍ଟାଇଲ୍‌ରେ ଶାସନ ଚଳାଇଥିବା ଅଭିଯୋଗ ହୋଇଥିଲା। ତେବେ ଭୁବନେଶ୍ୱର ସ୍ଥିତ ଘରୁ ପୁଲିସ ତାଙ୍କୁ ଉଠାଇ ନେଇଥିଲା। ପଚରା ଉଚରା ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ମାନସଙ୍କ ନାଁରେ ବହୁ ସଂଗୀନ ଅଭିଯୋଗ ରହିଛି। ହତ୍ୟା ଉଦ୍ୟମ ଓ ଧମକ ଦେବା ଆଦି ଅଭିଯୋଗ ରହିଛି। ଏହା ଛଡ଼ା ବାପ-ପୁଅଙ୍କୁ ଘରେ ପୂରାଇ ମାଡ଼ ମାରିବାର ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ ରହିଛି।

ବେଗୁନିଆ ଥାନା ମାନପୁର ଗାଁର ସତ୍ୟବ୍ରତ ନାୟକଙ୍କୁ ଘରୁ ଟେକିନେଇ କରଡଗାଡିଆ ଗାଁରେ ଅଗଷ୍ଟ ୨ ତାରିଖରେ ପିଟିପିଟି ମାରି ଦେଇଥିଲା ସଙ୍ଗଠନ। ପରେ ତାଙ୍କୁ ଜାଳି ଦିଆଯାଇଥିଲା। ତେବେ ଏହି ଘଟଣାରେ ପୁଲିସ ଆଜି ମାନସଙ୍କ ପୁଅଙ୍କୁ ଗିରଫ କରିଛି।  କେବଳ ସତ୍ୟବ୍ରତ ନାୟକ ହତ୍ୟା ଘଟଣା ନୁହେଁ, ମାନସ ଦାସଙ୍କ ମାନବବାଦ ସଂଗଠନ ନାଁରେ ଲମ୍ୱା ଅଭିଯୋଗ ତାଲିକା ରହିଛି। ସଙ୍ଗଠନର ନିୟମ ମାନୁନଥିବା ଲୋକଙ୍କୁ ଦିଆଯାଉଥିଲା ଅକଥନୀୟ ନିର୍ଯାତନା। ଏହାର ଜ୍ୱଳନ୍ତ ଉଦାହଣ ହେଉଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ୍‌ କଡବ ଗାଁରେ ଘଟିଥିବା ଘଟଣା। ଉକ୍ତ ଗାଁର ମାଗୁଣୀ ନାୟକ ଓ ତାଙ୍କ ପୁଅଙ୍କୁ କୋଠ ଘର ଭିତରେ ପୂରାଇ ମାଡ଼ ମରାଯାଇଥିଲା। ଯାହାର ଭିଡିଓ ଭାଇରାଲ୍‌ ହୋଇଥିଲା। ଏହା ପରେ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ମାଗୁଣୀ ଓ ତାଙ୍କ ପୁଅଙ୍କୁ ପଚରାଉଚରା କରିଥିଲା। ପରେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଥିଲା। ମାଗୁଣୀଙ୍କ ଅଭିଯୋଗ ପରେ ଜଣେ ପରେ ଜଣେ ପୀଡ଼ିତ ମୁହଁ ଖୋଲିଥିଲେ। ଏପରିକି ଥାନାରେ ଅଭିଯୋଗ କରିଥିଲେ।

ସେପଟେ ଖୋର୍ଦ୍ଧା ସଦର ଥାନା ଡାଳତୋଳା ଆଦିବାସୀ ସାହିର ୬ ପରିବାରୁ ଦୀର୍ଘ ୮ ବର୍ଷ ଧରି ଗାଁରୁ ତଡ଼ା ଖାଇ ଜଙ୍ଗଲରେ କାଳାତିପାତ କରୁଛନ୍ତି। ମାନବବାଦ ସଙ୍ଗଠନ କର୍ମକର୍ତ୍ତାମାନେ ମାଡ଼ ମାରିବାରୁ ଜୀବନ ବିକଳରେ ସେମାନଙ୍କୁ ଗାଁ ଛାଡ଼ିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ଦାସଙ୍କ ନିର୍ଦ୍ଦେଶ ଏପରି ହେଉଥିବା ଅଭିଯୋଗ କରିଛନ୍ତି ପୀଡ଼ିତ। ଜଣେ ଅଭିଯୋଗକାରୀଙ୍କ କହିବା ଅନୁସାରେ ୨୦୧୪ ଏକ ହତ୍ୟା ମାମଲାରେ ତାଙ୍କ ଛନ୍ଦି ଜେଲ ପଠାଇ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story