ମନରେଗାରେ ଓଡ଼ିଶା ସମେତ ୧୦ ରାଜ୍ୟରେ ଲାଗୁ ହେବ ‘ଡିବିଟି’

ଭୁବନେଶ୍ୱର: ଏଣିକି ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା)ରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ମଜୁରି ଟଙ୍କା ଜମା ହେବ। ଏଥିପାଇଁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ବା ଡିବିଟି ଲାଗୁ ହେବ। ଏପ୍ରିଲ ପହିଲାରୁ ଓଡ଼ିଶା ସମେତ ୧୦ଟି ରାଜ୍ୟରେ ଏହି ବ୍ୟବସ୍ଥା ଲାଗୁ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା ଓଡ଼ିଶାରେ ୨୦ ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି ଜଣାପଡିଛି।  ଏଲପିଜି, କିରୋସିନ୍‌ ପରେ ଏବେ ମନରେଗାରେ […]

mgnregs

mgnregs

Rakesh Mallick
  • Published: Thursday, 10 March 2016
  • Updated: 10 March 2016, 04:01 PM IST

Sports

Latest News

ଭୁବନେଶ୍ୱର: ଏଣିକି ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା)ରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ମଜୁରି ଟଙ୍କା ଜମା ହେବ। ଏଥିପାଇଁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ବା ଡିବିଟି ଲାଗୁ ହେବ। ଏପ୍ରିଲ ପହିଲାରୁ ଓଡ଼ିଶା ସମେତ ୧୦ଟି ରାଜ୍ୟରେ ଏହି ବ୍ୟବସ୍ଥା ଲାଗୁ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା ଓଡ଼ିଶାରେ ୨୦ ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି ଜଣାପଡିଛି।

 ଏଲପିଜି, କିରୋସିନ୍‌ ପରେ ଏବେ ମନରେଗାରେ ଡିବିଟି ବ୍ୟବସ୍ଥା ଲାଗୁ କରାଯିବ। ଏ ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ରାଜ୍ୟ ସରକାରଙ୍କୁ ଅବଗତ କରିଛନ୍ତି। ଏବେ ମନରେଗାରେ ଅର୍ଥ ରାଜ୍ୟ ସରକାରଙ୍କ ପାଖକୁ ଆସୁଛି। ବିଡିଓ ପ୍ରସ୍ତୁତ କରୁଥିବା ଫଣ୍ଡ ଟ୍ରାନ୍ସଫର ଅର୍ଡର ଅନୁସାରେ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ହେଉଛି। ପରେ ରାଜ୍ୟର ଇଲେକ୍ଟ୍ରୋନିକ୍ସ ଫଣ୍ଡ ମ୍ୟାନେଜମେଣ୍ଟ ସିଷ୍ଟମ ଅକାଉଣ୍ଟ ମାଧ୍ୟମରେ ହିତାଧିକାରୀଙ୍କ ଅକାଉଣ୍ଟକୁ ଟଙ୍କା ଯାଉଛି। ଡିବିଟି କାର୍ଯ୍ୟକାରୀ ହେଲେ ବିଡିଓ ଫଣ୍ଡ ଟ୍ରାନ୍ସଫର ଅର୍ଡର ମାଧ୍ୟମରେ ପ୍ରସ୍ତୁତ କରିଥିବା ତାଲିକାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ମଜୁରି ଟଙ୍କା ଯିବ।

ପଞ୍ଚାୟତରାଜ ସଚିବ ଦେଓରଞ୍ଜନ ସିଂହ କହିଛନ୍ତି, “ଏହାଦ୍ୱାରା ଦିଲ୍ଲୀରୁ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବ। ହିତାଧିକାରୀଙ୍କ ପାଖରେ ଟଙ୍କା ପହଞ୍ଚିବାରେ ଯେଉଁ ସମୟ ଲାଗୁଥିଲା, ତାହା କମିଯିବ। କାରଣ ରାଜ୍ୟକୁ ଟଙ୍କା ଆସି ହିତାଧିକାରୀଙ୍କ ପାଖକୁ ଯିବାକୁ ସମୟ ଲାଗୁଥିଲା।”

ଅନ୍ୟପକ୍ଷରେ ମ୍ୟାଟେରିଆଲ୍‌ କଷ୍ଟ ଓ ପ୍ରଶାସନିକ ଖର୍ଚ୍ଚରେ କେନ୍ଦ୍ର ଓ ରାଜ୍ୟରେ ଅଂଶ ରହିଥିବାରୁ ସେ କ୍ଷେତ୍ରରେ ଡିବିଟି ଲାଗୁ ହେବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story