ଯବାନଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି

<p>ପୁରୀ( ଓଡ଼ିଶା ରିପୋର୍ଟର): ୭୦ତମ ସେନା ଦିବସ ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ବେଳାଭୂମିରେ ଏକ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି। ବୀର ସହିଦ ଯବାନଙ୍କ ସ୍ମୃତିରେ ମାନସ ଲାଇଟ ହାଉସ ପାଖ ବେଳାଭୂମିରେ ନିଜର ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।</p> <p>୧୫ ଫୁଟ୍ ଓସାରର ଏହି ବାଲୁକା କଳାରେ &lsquo;SALUTE THE REAL HEROES&rsquo;ର ବାର୍ତ୍ତା ଦିଆଯାଇଛି।</p>

Ordigital Desk
  • Published: Monday, 15 January 2018
  • Updated: 15 January 2018, 12:20 PM IST

Sports

Latest News

<p>ପୁରୀ( ଓଡ଼ିଶା ରିପୋର୍ଟର): ୭୦ତମ ସେନା ଦିବସ ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ବେଳାଭୂମିରେ ଏକ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି। ବୀର ସହିଦ ଯବାନଙ୍କ ସ୍ମୃତିରେ ମାନସ ଲାଇଟ ହାଉସ ପାଖ ବେଳାଭୂମିରେ ନିଜର ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।</p><p>୧୫ ଫୁଟ୍ ଓସାରର ଏହି ବାଲୁକା କଳାରେ &lsquo;SALUTE THE REAL HEROES&rsquo;ର ବାର୍ତ୍ତା ଦିଆଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos