‘ମୋ ପୁଅକୁ ଯେମିତି ଛଟପଟ କରି ମାରିଛି, ଶର୍ମିଷ୍ଠାକୁ ସେମିତି କଲବଲ କରି ଫାଶି ଦିଆଯାଉ’

ନୟାଗଡ଼/ଭଦ୍ରକ (ଓଡ଼ିଶା ରିପୋର୍ଟର): କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଆଜି କ୍ରାଇମବ୍ରାଞ୍ଚ ଗିରଫ କରିବାରେ ସଫଳ ହୋଇଥିବା ବେଳେ ତାଙ୍କୁ ଫାଶି ଦିଆଯାଉ ବୋଲି ଦାବି କରିଛନ୍ତି ମୃତକଙ୍କ ପରିବାର ଲୋକେ। ମାନସଙ୍କ ମା’ ଜୟନ୍ତୀ ସ୍ୱାଇଁ କହିଛନ୍ତି, ମୋ ପୁଅକୁ ଯେମିତି ଛଟପଟ କରି ମାରିଛି, ତାକୁ ସେମିତି କଲବଲ କରି ଫାଶି ଦିଆଯାଉ। ସରକାରଙ୍କ ପାଖରେ ମୋର ଏତିକି ଅନୁରୋଧ। ସେ କହିଛନ୍ତି, ଏବେ ମୋ ବୋହୂ ଓ […]

Jayanti and sharmistha

Jayanti and sharmistha

Jitendra Garnayak
  • Published: Monday, 28 March 2022
  • Updated: 28 March 2022, 07:17 PM IST

Sports

Latest News

ନୟାଗଡ଼/ଭଦ୍ରକ (ଓଡ଼ିଶା ରିପୋର୍ଟର): କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଆଜି କ୍ରାଇମବ୍ରାଞ୍ଚ ଗିରଫ କରିବାରେ ସଫଳ ହୋଇଥିବା ବେଳେ ତାଙ୍କୁ ଫାଶି ଦିଆଯାଉ ବୋଲି ଦାବି କରିଛନ୍ତି ମୃତକଙ୍କ ପରିବାର ଲୋକେ।

ମାନସଙ୍କ ମା’ ଜୟନ୍ତୀ ସ୍ୱାଇଁ କହିଛନ୍ତି, ମୋ ପୁଅକୁ ଯେମିତି ଛଟପଟ କରି ମାରିଛି, ତାକୁ ସେମିତି କଲବଲ କରି ଫାଶି ଦିଆଯାଉ। ସରକାରଙ୍କ ପାଖରେ ମୋର ଏତିକି ଅନୁରୋଧ।

ସେ କହିଛନ୍ତି, ଏବେ ମୋ ବୋହୂ ଓ ନାତି ଚଳିବେ କେମିତି। ସେଥିପାଇଁ ମଧ୍ୟ କିଛି ବ୍ୟବସ୍ଥା କରିବାକୁ ମୁଁ ସରକାରଙ୍କୁ ଅନୁରୋଧ କରୁଛି।

ମାନସଙ୍କ ମୃତ୍ୟୁ ପାଇଁ ତାଙ୍କ ମା’ ଜୟନ୍ତୀ ସ୍ୱାଇଁ ପୁଲିସ୍‌କୁ ଦାୟୀ କରିଛନ୍ତି। ସେ କହିଛନ୍ତି, ପୁଲିସ୍ ତଦନ୍ତରେ ମୁଁ ସନ୍ତୁଷ୍ଟ ନଥିଲି। ଯାହା ହେଉ କ୍ରାଇମବ୍ରାଞ୍ଚ ମୋ ପୁଅକୁ ମାରିଥିବା ଲୋକଙ୍କୁ ଧରିଛି। ପୁଲିସ୍ ଲାଗି ମୋ ପୁଅର ମୃତ୍ୟୁ ଘଟିଛି। ପୁଲିସ୍ ଯଦି ସେତେବେଳେ କାର୍ଯ୍ୟାନୁଷ୍ଠାନ ନେଇଥା’ନ୍ତା ମୋ ପୁଅ ମରି ନଥା’ନ୍ତା।

ଶର୍ମିଷ୍ଠା ରାଉତ ବସ୍‌ରେ କୋଲକାତାରୁ ଭୁବନେଶ୍ୱର ଫେରୁଥିବା ବେଳେ ଭଦ୍ରକର ନଳାଙ୍ଗ ନିକଟରେ ଭଦ୍ରକ ପୁଲିସ୍ ସହାୟତାରେ କ୍ରାଇମବ୍ରାଞ୍ଚ ଟିମ୍ ତାଙ୍କୁ ଧରିଥିଲା। ଶର୍ମିଷ୍ଠାଙ୍କ ସହିତ ତାଙ୍କର ଜଣେ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି।

ଗିରଫ କରାଯିବା ପରେ ଶର୍ମିଷ୍ଠା ଓ ଝୁନାଙ୍କୁ ଭଦ୍ରକ ପୁଲିସ୍ ବାରାକକୁ ନିଆଯାଇଥିଲା। ସେଠାରୁ ସେମାନଙ୍କୁ ତିହିଡ଼ି ଥାନାକୁ ନିଆଯାଇଥିଲା। ତିହିଡ଼ି ଥାନାରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହା ସେମାନଙ୍କୁ ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିବାକୁ ନିଆଯାଇଛି।

ଶର୍ମିଷ୍ଠା କୋଲକାତା ଓ ଗୌହାଟୀରେ ଲୁଚିଥିଲେ। ସେ ରେଳ ଷ୍ଟେସନରେ ରାତି କାଟୁଥିଲେ ବୋଲି ଜଣାପଡ଼ିଛି। ଏହି ଘଟଣାରେ ପୂର୍ବରୁ ଅବସରପ୍ରାପ୍ତ ଓଆଇଏସ୍ ନିରଞ୍ଜନ ସେଠୀଙ୍କ ସମେତ ୫ ଜଣ ଗିରଫ ହୋଇଛନ୍ତି। ଏକ ମେମୋରୀ ଚିପ୍ ପାଇଁ ମାନସଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ତେବେ ସେହି ମମୋରୀ ଚିପ୍‌ ଏଯାଏଁ କ୍ରାଇମବ୍ରାଞ୍ଚ ହାତରେ ଲାଗି ନାହିଁ। ସେଥିରେ କ’ଣ ଅଛି ସ୍ପଷ୍ଟ ହୋଇନି।

ମାନସଙ୍କୁ ଚାନ୍ଦବାଲିରୁ ଅପହରଣ କରି ଭୁବନେଶ୍ୱର ସ୍ଥିତ ଶର୍ମିଷ୍ଠାଙ୍କ ଦୟାଲ ବୃଦ୍ଧାଶ୍ରମକୁ ଅଣାଯାଇଥିଲା। ସେଠାରେ ତାଙ୍କୁ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିଲା। ଏହା ପରେ ମୃତଦେହକୁ କାର୍‌ ଯୋଗେ ନୟାଗଡ଼ ନେଇ ପୋତି ଦିଆଯାଇଥିଲା।
https://youtu.be/qgJXz_ce7eI

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story