ଟ୍ରେନ୍‌ ଧକ୍କାରେ ଚାଲିଗଲା ଜୀବନ

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ବୈଦେଶ୍ୱର ନିକଟରେ ଟ୍ରେନ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଘଣ୍ଟପଡ଼ା ଗାଁର ବିଭୂତି ସାହୁ। ବିଭୂତି କୌଣସି କାମରେ ଟ୍ରେନ୍ ଲାଇନ୍ ଦେଇ ଆସୁଥିବା ବେଳେ ଟ୍ରେନ୍ ତାଙ୍କୁ ଧକ୍କ ଦେଇଥିଲା। ପୋଲିସ୍‌  ଘଟଣାର ତଦନ୍ତ କରୁଛି। ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Rakesh Mallick
  • Published: Saturday, 21 October 2017
  • , Updated: 21 October 2017, 05:08 PM IST

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ବୈଦେଶ୍ୱର ନିକଟରେ ଟ୍ରେନ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଘଣ୍ଟପଡ଼ା ଗାଁର ବିଭୂତି ସାହୁ।

ବିଭୂତି କୌଣସି କାମରେ ଟ୍ରେନ୍ ଲାଇନ୍ ଦେଇ ଆସୁଥିବା ବେଳେ ଟ୍ରେନ୍ ତାଙ୍କୁ ଧକ୍କ ଦେଇଥିଲା। ପୋଲିସ୍‌  ଘଟଣାର ତଦନ୍ତ କରୁଛି।

ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Related story