ଜଗିଛନ୍ତି ଓଡ଼ିଶାର ଅଧିକାରୀ ଓ ପୁଲିସ୍‌; ପୁଳାପୁଳା ପ୍ରତିଶ୍ରୁତି ଦେଇ ଚାଲିଗଲେ ‘ମାନ୍ୟମ୍‌’ ଜିଲ୍ଲାପାଳ

କୋରାପୁଟ(ସୂର୍ଯ୍ୟନାରାୟଣ ପାତ୍ର) : ଓଡ଼ିଶାର ଅଧିକାରୀ ଓ ପୁଲିସ୍‌ କୋରାପୁଟର ବିବାଦୀୟ କୋଟିଆ ସୀମା ଜଗିଛନ୍ତି। ହେଲେ ଅନ୍ୟ ରାସ୍ତା ଦେଇ ଆନ୍ଧ୍ରପ୍ରଦେଶର ମାନ୍ୟମ୍‌ ଜିଲ୍ଲାର ଜିଲ୍ଲାପାଳ କୋଟିଆରେ ପଶି ଲୋକଙ୍କୁ ପୁଳାପୁଳା ପ୍ରତିଶ୍ରୁତି ଦେଇଯାଇଛନ୍ତି। ଏହି ସବୁ ପ୍ରତିଶ୍ରୁତି ଖବ୍‌ଶୀଘ୍ର ପୂରଣ ହେବ ବୋଲି ଲୋକଙ୍କୁ ଭରସା ଦେଇ ଯାଇଛନ୍ତି। ଆନ୍ଧ୍ରପ୍ରଦେଶର ନୂତନ ଭାବେ ଗଠିତ ହୋଇଛି ‘ମାନ୍ୟମ’ ଜିଲ୍ଲା। ଏହି ଜିଲ୍ଲାର  ଜିଲ୍ଲାପାଳ ହେଉଛନ୍ତି ନିଶାନ୍ତ କୁମାର। ସେ ଆଜି କୋଟିଆର ବିବାଦୀୟ ଗାଁ […]

Kotia

Kotia

Manoranjan Sial
  • Published: Wednesday, 20 July 2022
  • Updated: 20 July 2022, 09:35 PM IST

କୋରାପୁଟ(ସୂର୍ଯ୍ୟନାରାୟଣ ପାତ୍ର) : ଓଡ଼ିଶାର ଅଧିକାରୀ ଓ ପୁଲିସ୍‌ କୋରାପୁଟର ବିବାଦୀୟ କୋଟିଆ ସୀମା ଜଗିଛନ୍ତି। ହେଲେ ଅନ୍ୟ ରାସ୍ତା ଦେଇ ଆନ୍ଧ୍ରପ୍ରଦେଶର ମାନ୍ୟମ୍‌ ଜିଲ୍ଲାର ଜିଲ୍ଲାପାଳ କୋଟିଆରେ ପଶି ଲୋକଙ୍କୁ ପୁଳାପୁଳା ପ୍ରତିଶ୍ରୁତି ଦେଇଯାଇଛନ୍ତି। ଏହି ସବୁ ପ୍ରତିଶ୍ରୁତି ଖବ୍‌ଶୀଘ୍ର ପୂରଣ ହେବ ବୋଲି ଲୋକଙ୍କୁ ଭରସା ଦେଇ ଯାଇଛନ୍ତି।

ଆନ୍ଧ୍ରପ୍ରଦେଶର ନୂତନ ଭାବେ ଗଠିତ ହୋଇଛି ‘ମାନ୍ୟମ’ ଜିଲ୍ଲା। ଏହି ଜିଲ୍ଲାର  ଜିଲ୍ଲାପାଳ ହେଉଛନ୍ତି ନିଶାନ୍ତ କୁମାର। ସେ ଆଜି କୋଟିଆର ବିବାଦୀୟ ଗାଁ ନେରେଡିବାଲାସା ଓ ତାଡିଭାଲାସା ଗ୍ରାମ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ଆନ୍ଧ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ପଚାରି ବୁଝିଛନ୍ତି। ଜଗନ୍ନା ଆସାରା, ଜଗନ୍ନା ତୋଡୁ ଓ ଆମ୍ମା ବାଡି ଯୋଜନାରେ ହିତାଧିକାରୀଙ୍କ ବିବରଣୀ ଗ୍ରାମ ସଚିବାଳୟର କର୍ମଚାରୀଙ୍କଠାରୁ ପଚାରି ବୁଝିଥିଲେ ଜିଲ୍ଲାପାଳ। ଗାଁ ଲୋକମାନେ ରାସନ ଚାଉଳ ପାଇଛନ୍ତି କି ନାହିଁ ସେକଥା ମଧ୍ୟ ଜିଲ୍ଲାପାଳ ପଚାରି ବୁଝିଥିଲେ।

କଥାବାର୍ତ୍ତା ସମୟରେ ଇଣ୍ଟରନେଟ୍‌ ଅଭାବ ହେତୁ ବୈଷୟିକ ସମସ୍ୟା ଉପୁଜୁଥିବା ଗାଁ ଲୋକେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଏହି  ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି ଜିଲ୍ଲାପାଳ ଗାଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଜାତୀୟ ରୋଜଗାର ଗ୍ୟାରେଣ୍ଟି ଯୋଜନାର କାର୍ଯ୍ୟ ଓ ଆଦିବାସୀଙ୍କୁ ସରକାର ବଣ୍ଟନ କରିଥିବା AROFAR ପଟା ଜମିର ଚାଷ ବିଷୟରେ ପଚାରି ଥିଲେ ଜିଲ୍ଲାପାଳ। ଜଗନ୍ନା କଲୋନୀ ଯୋଜନାରେ ଘର ମଞ୍ଜୁର କରିବାକୁ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ।

ଘର ପାଇଁ ଆବେଦନ କରୁଥିବା ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ MPDO ଜି.ପାର୍ବତୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଜିଲ୍ଲାପାଳ ତାଡିୱାଲାସା ଗାଁକୁ ଯାଇଥିଲେ। ସେଠାରେ ଅଙ୍ଗନୱାଡି କେନ୍ଦ୍ର ଓ ଗ୍ରାମୀଣ ଜଳ ଯୋଗାଣ ବିଭାଗ ଦ୍ୱାରା ନିଆଯାଇଥିବା ମଧୁର ଜଳ ଯୋଜନାର କାମ ଯାଞ୍ଚ କରିଥିଲେ। ଏହି କାର୍ଯ୍ୟକ୍ରମରେ ତହସିଲଦାର ଭି.ରାମା ସ୍ଵାମୀ, ଗ୍ରାମ ସଚିବାଳୟର କର୍ମଚାରୀ, ସ୍ୱେଚ୍ଛାସେବୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

[caption id="attachment_750591" align="aligncenter" width="650"]Kotia ଆନ୍ଧ୍ରର ଅଧିକାରୀଙ୍କୁ ଜଗିଛନ୍ତି ଓଡ଼ିଶା ଅଧିକାରୀ ଓ ପୁଲିସ[/caption]

ଆନ୍ଧ୍ରପ୍ରଦେଶର ଅଧିକାରୀଙ୍କ ବେଆଇନ୍‌ ଭାବେ ପ୍ରବେଶକୁ ବିରୋଧ କରି କୋଟିଆର ମାଡକାରରେ ଏସ୍‌ଡିପିଓ, ପୋଟାଙ୍ଗି ତହସିଲଦାର, ବିଡିଓ ଓ ପୁଲିସ୍‌ ଜଗି ରହିଥିଲେ। ସେମାନେ ଆଜି ଦିନ ତମାମ ଜଗି ରହିଥିଲେ। ହେଲେ ଅନ୍ୟ ରାସ୍ତା ଦେଇ ‘ମାନ୍ୟମ’ ଜିଲ୍ଲାପାଳ ଓ ତାଙ୍କ ଟିମ୍‌ କୋଟିଆର ୩ଟି ଗାଁ ପରିଦର୍ଶନ ଲୋକଙ୍କୁ ପୂଳାପୂଳା ପ୍ରତିଶ୍ରୁତି ଦେଇଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story