ମାଓବାଦୀଙ୍କ ଲଙ୍କାକାଣ୍ଡ: ଜାଳିଦେଲେ ୭ଗାଡ଼ି

<p>ଭବାନୀପାଟଣା(ଓଡ଼ିଶା ରିପୋର୍ଟର): ଭବାନୀପାଟଣାରେ ମାଓବାଦୀଙ୍କ ଲଙ୍କାକାଣ୍ଡ ଘଟାଇଛନ୍ତି।&nbsp; ମାଓବାଦୀମାନେ ଗତକାଲି ବିଳମ୍ବିତ ରାତିରେ ୭ଟି ଗାଡ଼ି ଜାଳିଦେଇଛନ୍ତି।&nbsp; ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି ମାଓବାଦୀମାନେ ଏହି ବର୍ବର କାଣ୍ଡ ଘଟାଇଛନ୍ତି।&nbsp; ବିଳମ୍ବିତ ରାତିରେ ପ୍ରାୟ ୪୦ରୁ ଅଧିକ ମାଓବାଦୀ କ୍ୟାମ୍ପରେ ପଶି ଗାଡ଼ି ଗୁଡ଼ିକୁ ପୋଡି ଦେଇଥିଲେ। &nbsp;ଏକ ଠିକା ସଂସ୍ଥା ପକ୍ଷରୁ ଗୁଣ୍ଡୁରିଠାରୁ କାଡାମ ପର୍ଯ୍ୟନ୍ତ PMGSY ରାସ୍ତା ନିର୍ମାଣ କରଯାଉଛି।</p>

Ordigital Desk
  • Published: Wednesday, 10 January 2018
  • Updated: 10 January 2018, 11:27 AM IST
<p>ଭବାନୀପାଟଣା(ଓଡ଼ିଶା ରିପୋର୍ଟର): ଭବାନୀପାଟଣାରେ ମାଓବାଦୀଙ୍କ ଲଙ୍କାକାଣ୍ଡ ଘଟାଇଛନ୍ତି।&nbsp; ମାଓବାଦୀମାନେ ଗତକାଲି ବିଳମ୍ବିତ ରାତିରେ ୭ଟି ଗାଡ଼ି ଜାଳିଦେଇଛନ୍ତି।&nbsp; ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି ମାଓବାଦୀମାନେ ଏହି ବର୍ବର କାଣ୍ଡ ଘଟାଇଛନ୍ତି।&nbsp; ବିଳମ୍ବିତ ରାତିରେ ପ୍ରାୟ ୪୦ରୁ ଅଧିକ ମାଓବାଦୀ କ୍ୟାମ୍ପରେ ପଶି ଗାଡ଼ି ଗୁଡ଼ିକୁ ପୋଡି ଦେଇଥିଲେ। &nbsp;ଏକ ଠିକା ସଂସ୍ଥା ପକ୍ଷରୁ ଗୁଣ୍ଡୁରିଠାରୁ କାଡାମ ପର୍ଯ୍ୟନ୍ତ PMGSY ରାସ୍ତା ନିର୍ମାଣ କରଯାଉଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos