ମାଓ ଅଞ୍ଚଳରେ ଥିବା ସିଆରପିଏଫ କେନ୍ଦ୍ର ହେବ ଡେଭଲପମେଣ୍ଟ ହବ୍: ପ୍ରକାଶ ମିଶ୍ର

ଭୁବନେଶ୍ୱର: ଓଡ଼ିଶା ଆସିଥିବା ସିଆରପିଏଫ ଡିଜି ପ୍ରକାଶ ମିଶ୍ର ମାଓବାଦର ମୁକାବିଲା ଲାଗି ଉପଦ୍ରୁତ ଅଞ୍ଚଳରେ ଥିବା ସିଆରପିଏଫ୍ କେନ୍ଦ୍ରଗୁଡିକୁ ଡେଭଲପମେଣ୍ଟ ହବ୍ କରାଯିବ ବୋଲି କହିଛନ୍ତି। ଏହାଦ୍ୱାରା ଛତିଶଗଡ଼ ବସ୍ତର ସ୍ଥିତିରେ ଉନ୍ନତି ଆସିଛି। ଏଥିରେ ସିରିଆପିଏଫ୍ ଛତିଶଗଡ଼ ସରକାରଙ୍କ ସହଯୋଗରେ କାର୍ଯ୍ୟ ଆରମ୍ଭ କରିଛି। ଓଡ଼ିଶା ସରକାର ଚାହିଁଲେ ସିଆରପିଏଫ୍ ସହଯୋଗ କରିବ ବୋଲି ସେ କହିଛନ୍ତି। ଓଡ଼ିଶାରେ ସିଆରପିଏଫର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ବେଳେ ସେ ଏହା କହିଛନ୍ତି। ସେହିପରି ମାଓ […]

crpf-dg

Rakesh Mallick
  • Published: Sunday, 13 December 2015
  • , Updated: 13 December 2015, 03:18 PM IST

ଭୁବନେଶ୍ୱର: ଓଡ଼ିଶା ଆସିଥିବା ସିଆରପିଏଫ ଡିଜି ପ୍ରକାଶ ମିଶ୍ର ମାଓବାଦର ମୁକାବିଲା ଲାଗି ଉପଦ୍ରୁତ ଅଞ୍ଚଳରେ ଥିବା ସିଆରପିଏଫ୍ କେନ୍ଦ୍ରଗୁଡିକୁ ଡେଭଲପମେଣ୍ଟ ହବ୍ କରାଯିବ ବୋଲି କହିଛନ୍ତି। ଏହାଦ୍ୱାରା ଛତିଶଗଡ଼ ବସ୍ତର ସ୍ଥିତିରେ ଉନ୍ନତି ଆସିଛି। ଏଥିରେ ସିରିଆପିଏଫ୍ ଛତିଶଗଡ଼ ସରକାରଙ୍କ ସହଯୋଗରେ କାର୍ଯ୍ୟ ଆରମ୍ଭ କରିଛି। ଓଡ଼ିଶା ସରକାର ଚାହିଁଲେ ସିଆରପିଏଫ୍ ସହଯୋଗ କରିବ ବୋଲି ସେ କହିଛନ୍ତି। ଓଡ଼ିଶାରେ ସିଆରପିଏଫର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ବେଳେ ସେ ଏହା କହିଛନ୍ତି। ସେହିପରି ମାଓ ଅଞ୍ଚଳରେ ନିୟୋଜିତ ହୋଇ ଅସୁସ୍ଥ ହୋଇପଡିଥିବା ଯବାନମାନଙ୍କୁ ଭେଟି ସେ ସେମାନଙ୍କ ସ୍ୱସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

Related story