ମୋଦିଙ୍କ ଗସ୍ତକୁ ବିରୋଧ: ମାଓବାଦୀ ଲଗାଇଲେ ବ୍ୟାନର

Ordigital Desk
  • Published: Friday, 25 May 2018
  • , Updated: 25 May 2018, 11:25 AM IST
<p>ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା କାଲିମେଳା ସହରରେ ମାଓ ବ୍ୟାନର ଦେଖିବାକୁ ମିଳିଛି। ସହରର ବସ୍&zwnj;ଷ୍ଟାଣ୍ଡରେ ଥିବା ଏକ ଗଛରେ ନାଲି ରଙ୍ଗର ବ୍ୟାନର ଲଗାଯାଇଛି। ଆସନ୍ତା ୨୬ ତାରିଖରେ&nbsp; ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ଓ ପୋଲିସ୍&zwnj; କ୍ୟାମ୍ପକୁ ବିରୋଧ କରି ଏହି ବ୍ୟାନର ମରାଯାଇଛି।</p> <p>ସିପିଆଇ ମାଓବାଦୀ ନାଁରେ ଲାଗିଛି ଏହି ବ୍ୟାନର। ପୋଲିସର କଡ଼ା ପେଟ୍ରୋଲିଂ ସତ୍ତ୍ୱେ ସହରର ବସ୍&zwnj;ଷ୍ଟାଣ୍ଡରେ ଏପରି ବ୍ୟାନର ଲଗାଇବା ପୋଲିସ ପାଇଁ ସୃଷ୍ଟି କରିଛି।</p> <p>ସୂଚନାଯୋଗ୍ୟ ଯେ, ମେ&rsquo;୯ ତାରିଖରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ତିନିକୋଣିଆ ଛକରେ ମାଓବାଦୀ ବ୍ୟାନର୍ ମାରିଥିଲେ। କାର୍ଲ ମାର୍କସଙ୍କ ୨୦୦ତମ ଜନ୍ମବାର୍ଷିକୀ ଅବସରରେ ଏହି ପୋଷ୍ଟର ମରାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଥିଲା। କାର୍ଲ ମାର୍କସଙ୍କ ଚିନ୍ତାଧାରା ଅନୁସାରେ ସମସ୍ୟାର ସମାଧାନ କରାଯିବାକୁ ପୋଷ୍ଟର ଜରିଆରେ ମାଓବାଦୀ ସଙ୍ଗଠନ ଆହ୍ୱାନ ଦେଇଥିଲେ।</p>

Related story