ଖପ୍ରାଖୋଲରେ ମାଓ ପୋଷ୍ଟର ଓ ବ୍ୟାନର

<p>ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଉଡ଼ଇାପାଲ୍ଲୀ ଗାଁରେ ମାଓ ପୋଷ୍ଟର ଓ ବ୍ୟାନର ମରାଯାଇଛି ।&nbsp; ଗତ ସେପ୍ଟେମ୍ବର ୨୬ରେ ହୋଇଥିବା ବରଗଡ଼ ପାଇକମାଳ ସାଲେପାଲି ଜଙ୍ଗଲରେ ପୋଲିସ ସହ ହୋଇଥିବା ଗୁଳି ବିନିମୟ ଘଟଣାକୁ ଖଣ୍ଡନ କରିଛନ୍ତି ମାଓ ସଂଗଠନ। ଏହି ଗୁଳିବିନିମୟରେ ୨ ମାଓବାଦୀ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା। ଏହା ଗୁଳିବିନିମୟ ନୁହେଁ ବରଂ ହତ୍ୟା ଷଡ଼ଯନ୍ତ୍ର ବୋଲି ବ୍ୟାନରେ ମାଓବାଦୀଙ୍କ ପକ୍ଷରୁ କୁହାଯାଇଛି।</p> <p>ମାନବାଧିକାର ସଂଗଠନ ଆଗରେ ମାଓବାଦୀଙ୍କ ମୃତଦେହର ପୁନଃ ବ୍ୟବଚ୍ଛେଦ କରିବାକୁ ଓ ମୃତଦେହକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରିବାକୁ ଏଥିରେ ଦାବି କରାଯାଇଛି।&nbsp; ଏଥିସହ ଏହି ଘଟଣାରେ ସାମିଲ କିଛି ପୋଲିସ ଓ ଅଧିକାରୀଙ୍କୁ ସଜା ଦେବାକୁ ପୋଷ୍ଟରେ ଉଲ୍ଲେଖ ରହିଛି।&nbsp; ବିବିଏମ୍ ଡିଭିଜନାଲ୍ କମିଟି ପକ୍ଷରୁ ଏହି ବ୍ୟାନର୍ ଓ ପୋଷ୍ଟର୍ ଲାଗିଛି।</p>

Ordigital Desk
  • Published: Monday, 23 October 2017
  • Updated: 23 October 2017, 11:14 AM IST

Sports

Latest News

<p>ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଉଡ଼ଇାପାଲ୍ଲୀ ଗାଁରେ ମାଓ ପୋଷ୍ଟର ଓ ବ୍ୟାନର ମରାଯାଇଛି ।&nbsp; ଗତ ସେପ୍ଟେମ୍ବର ୨୬ରେ ହୋଇଥିବା ବରଗଡ଼ ପାଇକମାଳ ସାଲେପାଲି ଜଙ୍ଗଲରେ ପୋଲିସ ସହ ହୋଇଥିବା ଗୁଳି ବିନିମୟ ଘଟଣାକୁ ଖଣ୍ଡନ କରିଛନ୍ତି ମାଓ ସଂଗଠନ। ଏହି ଗୁଳିବିନିମୟରେ ୨ ମାଓବାଦୀ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା। ଏହା ଗୁଳିବିନିମୟ ନୁହେଁ ବରଂ ହତ୍ୟା ଷଡ଼ଯନ୍ତ୍ର ବୋଲି ବ୍ୟାନରେ ମାଓବାଦୀଙ୍କ ପକ୍ଷରୁ କୁହାଯାଇଛି।</p><p>ମାନବାଧିକାର ସଂଗଠନ ଆଗରେ ମାଓବାଦୀଙ୍କ ମୃତଦେହର ପୁନଃ ବ୍ୟବଚ୍ଛେଦ କରିବାକୁ ଓ ମୃତଦେହକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରିବାକୁ ଏଥିରେ ଦାବି କରାଯାଇଛି।&nbsp; ଏଥିସହ ଏହି ଘଟଣାରେ ସାମିଲ କିଛି ପୋଲିସ ଓ ଅଧିକାରୀଙ୍କୁ ସଜା ଦେବାକୁ ପୋଷ୍ଟରେ ଉଲ୍ଲେଖ ରହିଛି।&nbsp; ବିବିଏମ୍ ଡିଭିଜନାଲ୍ କମିଟି ପକ୍ଷରୁ ଏହି ବ୍ୟାନର୍ ଓ ପୋଷ୍ଟର୍ ଲାଗିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos