ପିଏଲ୍‌ଜିଏ ସପ୍ତାହ ପାଳନ ପାଇଁ ମାଓବାଦୀଙ୍କ ଆହ୍ୱାନ

<p>କନ୍ଧମାଳ: ଆସନ୍ତା ୨ରୁ ୮ ତାରିଖ ଯାଏଁ ପିଏଲ୍&zwnj;ଜିଏ ସପ୍ତାହ ପାଳନ ପାଇଁ ଆହ୍ୱାନ କରି ମାଓବାଦୀଙ୍କ ପକ୍ଷରୁ ପୋଷ୍ଟର୍ ଓ ବ୍ୟାନର୍ ମରାଯାଇଛି।&nbsp; କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ କଟାପଡ଼ି ରାସ୍ତାରେ ଏହି ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି।&nbsp; ସିପିଆଇ ମାଓବାଦୀ କମିଟି ପକ୍ଷରୁ ଏହି ପୋଷ୍ଟର ଓ ବ୍ୟାନର ଲାଗିଛି।&nbsp; ଏଥିରେ ଅପରେସନ୍ ଗ୍ରୀନହଣ୍ଟକୁ ମଧ୍ୟ ବିରୋଧ କରାଯିବା ସହ ମାଓ ବିପ୍ଲବରେ ସାମିଲ ହେବା ପାଇଁ ଆହ୍ୱାନ ଦିଆଯାଇଛି।&nbsp; ସେଠାରେ ବ୍ୟାନର୍ ଓ ପୋଷ୍ଟର୍ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।</p>

Ordigital Desk
  • Published: Thursday, 30 November 2017
  • Updated: 30 November 2017, 10:07 AM IST
<p>କନ୍ଧମାଳ: ଆସନ୍ତା ୨ରୁ ୮ ତାରିଖ ଯାଏଁ ପିଏଲ୍&zwnj;ଜିଏ ସପ୍ତାହ ପାଳନ ପାଇଁ ଆହ୍ୱାନ କରି ମାଓବାଦୀଙ୍କ ପକ୍ଷରୁ ପୋଷ୍ଟର୍ ଓ ବ୍ୟାନର୍ ମରାଯାଇଛି।&nbsp; କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ କଟାପଡ଼ି ରାସ୍ତାରେ ଏହି ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି।&nbsp; ସିପିଆଇ ମାଓବାଦୀ କମିଟି ପକ୍ଷରୁ ଏହି ପୋଷ୍ଟର ଓ ବ୍ୟାନର ଲାଗିଛି।&nbsp; ଏଥିରେ ଅପରେସନ୍ ଗ୍ରୀନହଣ୍ଟକୁ ମଧ୍ୟ ବିରୋଧ କରାଯିବା ସହ ମାଓ ବିପ୍ଲବରେ ସାମିଲ ହେବା ପାଇଁ ଆହ୍ୱାନ ଦିଆଯାଇଛି।&nbsp; ସେଠାରେ ବ୍ୟାନର୍ ଓ ପୋଷ୍ଟର୍ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos