ଶିବ ମନ୍ଦିର କାନ୍ଥରେ ନକ୍ସଲ ପୋଷ୍ଟର୍‌

କଲ୍ୟାଣସିଂହପୁର (ମାଉଡ଼ି ବାରିକ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଶିବ ମନ୍ଦିର କାନ୍ଥରେ ନକ୍ସଲମାନେ ୪ଟି ପୋଷ୍ଟର୍ ଲଗାଇଛନ୍ତି। ନକ୍ସଲ ସଂଗଠନର ବାସଧରା ଘୁମୁସର ନାଗାବଳୀ ଡିଭିଜନ୍‌ ପକ୍ଷରୁ ଏହି ପୋଷ୍ଟର୍ ଲଗାଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ନିୟମଗିରି ଜନ ଆନ୍ଦୋଳନକୁ ଧ୍ୱଂସ କରି କେନ୍ଦ୍ର ଓ ରାଜ୍ୟ ସରକାର ନିୟମଗିରି ପାହାଡ଼କୁ ବେଦାନ୍ତ ହାତରେ ଟେକି ଦେବାକୁ ଚକ୍ରାନ୍ତ କରୁଛନ୍ତି। ପୁଲିସ ଜନ ଆନ୍ଦୋଳନକୁ ଭଣ୍ଡୁର କରିବା ନିମନ୍ତେ ନିୟମଗିରି ଯୁବକଙ୍କୁ ମୋବାଇଲ୍‌ ଓ କିଛି […]

mao 1

Rakesh Mallick
  • Published: Thursday, 02 August 2018
  • , Updated: 02 August 2018, 08:29 AM IST

କଲ୍ୟାଣସିଂହପୁର (ମାଉଡ଼ି ବାରିକ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଶିବ ମନ୍ଦିର କାନ୍ଥରେ ନକ୍ସଲମାନେ ୪ଟି ପୋଷ୍ଟର୍ ଲଗାଇଛନ୍ତି। ନକ୍ସଲ ସଂଗଠନର ବାସଧରା ଘୁମୁସର ନାଗାବଳୀ ଡିଭିଜନ୍‌ ପକ୍ଷରୁ ଏହି ପୋଷ୍ଟର୍ ଲଗାଯାଇଛି।

ଏଥିରେ ଉଲ୍ଲେଖ ରହିଛି ଯେ, ନିୟମଗିରି ଜନ ଆନ୍ଦୋଳନକୁ ଧ୍ୱଂସ କରି କେନ୍ଦ୍ର ଓ ରାଜ୍ୟ ସରକାର ନିୟମଗିରି ପାହାଡ଼କୁ ବେଦାନ୍ତ ହାତରେ ଟେକି ଦେବାକୁ ଚକ୍ରାନ୍ତ କରୁଛନ୍ତି। ପୁଲିସ ଜନ ଆନ୍ଦୋଳନକୁ ଭଣ୍ଡୁର କରିବା ନିମନ୍ତେ ନିୟମଗିରି ଯୁବକଙ୍କୁ ମୋବାଇଲ୍‌ ଓ କିଛି ଟଙ୍କା ଦେଇ ନିଜର ଇନ୍‌ଫର୍ମର ବନାଉଛି।

Related story