ମାଓ ଉପଦ୍ରବ କୋରାପୁଟ ଓ ମାଲକାନଗିରି ସ୍ଥିତି ସୁଧରିଛି:  ବିଏସଏଫ ଏଡିଜି

ଭୁବନେଶ୍ୱର: କୋରାପୁଟ ଓ ମାଲକାନଗିରି ଜିଲ୍ଲା ପରିଦର୍ଶନ ସାରି ଆଜି ମୁଖ୍ୟ ଶାସନ ସଚିବଙ୍କୁ ଭେଟିଛନ୍ତି ବିଏସଏଫର ଅତିରିକ୍ତ ଡିଜି କେ.କେ.ଶର୍ମା। ଏହି ଦୁଇ ଜିଲ୍ଲାରେ ପୂର୍ବ ଅପେକ୍ଷା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ସେ କହିଛନ୍ତି।  ତେବେ ଆଗକୁ ବି ସୁରକ୍ଷା ବାହିନୀର ଆଟାକିଂ ମୁଡ ଜାରୀ ରହିବ। ମାଓ ଦମନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସହ ସମନ୍ୱୟକୁ ଆହୁରି ସୁଦୃଢ କରିବା ନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଥିଲେ ବୋଲି ସେ […]

bsfadg

Rakesh Mallick
  • Published: Thursday, 07 May 2015
  • , Updated: 07 May 2015, 09:53 AM IST

ଭୁବନେଶ୍ୱର: କୋରାପୁଟ ଓ ମାଲକାନଗିରି ଜିଲ୍ଲା ପରିଦର୍ଶନ ସାରି ଆଜି ମୁଖ୍ୟ ଶାସନ ସଚିବଙ୍କୁ ଭେଟିଛନ୍ତି ବିଏସଏଫର ଅତିରିକ୍ତ ଡିଜି କେ.କେ.ଶର୍ମା। ଏହି ଦୁଇ ଜିଲ୍ଲାରେ ପୂର୍ବ ଅପେକ୍ଷା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ସେ କହିଛନ୍ତି।  ତେବେ ଆଗକୁ ବି ସୁରକ୍ଷା ବାହିନୀର ଆଟାକିଂ ମୁଡ ଜାରୀ ରହିବ। ମାଓ ଦମନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସହ ସମନ୍ୱୟକୁ ଆହୁରି ସୁଦୃଢ କରିବା ନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଥିଲେ ବୋଲି ସେ ସୂଚନା ଦେଇଛନ୍ତି।

Related story