ମାଓବାଦୀ ନାଁରେ ଧମକେଇ ଠିକା କାମ କରିବା ବନ୍ଦ ଦାବି

ମାଲକାନଗିରି: ମାଓବାଦୀଙ୍କ ନାଁରେ ଧମକେଇ ଠିକା କାମ କରିବା ବନ୍ଦ କରିବାକୁ ମାଓ ସଂଗଠନର ସମ୍ପାଦକ ପୂନମ ଚାନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଏକ ପ୍ରେସ ବିଜ୍ଞପ୍ତିରେ ଚାନ୍ଦ ଏହି ନିର୍ଦ୍ଦେଶ ଦେଇଛନ୍ତି। ପ୍ରେସ ବିଜ୍ଞପ୍ତି ଅନୁସାରେ ମାଲକାନଗିରିର ଶାନ୍ତିଲାଲ ସୋମନୀ ନାମକ ଜଣେ ଠିକାଦାର ମାଓବାଦୀଙ୍କ ସହ ସମ୍ପର୍କ ରହିଥିବା କହି ଅନ୍ୟ ଠିକାଦାରଙ୍କୁ ଭୟଭିତ କରାଉଛନ୍ତି। ଏହାସହ ସେ ମାଓବାଦୀଙ୍କ ନାଁରେ ଡରାଇ ଟେଣ୍ଡର ନେଇ ସୋର୍ଲୁକୋଣ୍ଡାରୁ କାଲିମେଳାକୁ ସଂଯୋଗ କରୁଥିବା କେନାଲ ମରାମତି […]

maoists

maoists

Rakesh Mallick
  • Published: Monday, 09 January 2017
  • Updated: 09 January 2017, 04:02 PM IST

Sports

Latest News

ମାଲକାନଗିରି: ମାଓବାଦୀଙ୍କ ନାଁରେ ଧମକେଇ ଠିକା କାମ କରିବା ବନ୍ଦ କରିବାକୁ ମାଓ ସଂଗଠନର ସମ୍ପାଦକ ପୂନମ ଚାନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଏକ ପ୍ରେସ ବିଜ୍ଞପ୍ତିରେ ଚାନ୍ଦ ଏହି ନିର୍ଦ୍ଦେଶ ଦେଇଛନ୍ତି।

ପ୍ରେସ ବିଜ୍ଞପ୍ତି ଅନୁସାରେ ମାଲକାନଗିରିର ଶାନ୍ତିଲାଲ ସୋମନୀ ନାମକ ଜଣେ ଠିକାଦାର ମାଓବାଦୀଙ୍କ ସହ ସମ୍ପର୍କ ରହିଥିବା କହି ଅନ୍ୟ ଠିକାଦାରଙ୍କୁ ଭୟଭିତ କରାଉଛନ୍ତି। ଏହାସହ ସେ ମାଓବାଦୀଙ୍କ ନାଁରେ ଡରାଇ ଟେଣ୍ଡର ନେଇ ସୋର୍ଲୁକୋଣ୍ଡାରୁ କାଲିମେଳାକୁ ସଂଯୋଗ କରୁଥିବା କେନାଲ ମରାମତି କାମ କରୁଛନ୍ତି। ଏହି କାମ ତୁରନ୍ତ ବନ୍ଦ କରା ନ ଗଲେ ଆଗାମୀ ଦିନରେ ବିପଦ ଅଛି ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

ଏହାସହ ଠିକାଦାର ଜଣଙ୍କ ମାଲକାନଗିରରେ ତେଲ ମିଲ୍‌, ରାଇସ ମିଲ, ୫୦ରୁ ଅଧିକ ଗାଡି ରଖି ବିଭିନ୍ନ କଳାବଜାରୀ କରୁଥିବା ସଂଗଠନ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story