ସ୍ୱାଭିମାନ ଅଞ୍ଚଳରେ ବିଦ୍ୟୁତ ତାର କଟିଦେଲେ ନକ୍ସଲ

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଥିବା ପୁଲିସ କ୍ୟାମ୍ପକୁ ଯାଇଥିବା ବିଦ୍ୟୁତ ତାର କାଟି ଦେଲେ ନକ୍ସଲ। ଯାହାଫଳରେ ବିଦ୍ୟୁତ ସରବରାହ ଏକ ପ୍ରକାର ଠପ୍‌ ହୋଇଯାଇଛି। ନକ୍ସଲ ଦମନ ପାଇଁ ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ୱ ପଞ୍ଚାୟତର କୁଂତୁରୁପଦରରେ ପ୍ରତିଷ୍ଠା ହୋଇଛି ପୁଲିସ କ୍ୟାମ୍ପ। ମାତ୍ର ଏହି କ୍ୟାମ୍ପକୁ ନକ୍ସଲମାନେ ବିରୋଧ କରୁଛନ୍ତି। ଏହାକୁ ବିରୋଧ କରି ଦୁଇ ଦିନ ତଳେ ନକ୍ସଲଙ୍କ ଏକ ପ୍ରଜାକୋର୍ଟ ବସିଥିଲା। କ୍ୟାମ୍ପକୁ ଯାଇଥିବା ବିଦ୍ୟୁତ ତାର […]

malkangiri

malkangiri

Manoranjan Sial
  • Published: Tuesday, 31 December 2019
  • Updated: 31 December 2019, 05:07 PM IST

Sports

Latest News

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଥିବା ପୁଲିସ କ୍ୟାମ୍ପକୁ ଯାଇଥିବା ବିଦ୍ୟୁତ ତାର କାଟି ଦେଲେ ନକ୍ସଲ। ଯାହାଫଳରେ ବିଦ୍ୟୁତ ସରବରାହ ଏକ ପ୍ରକାର ଠପ୍‌ ହୋଇଯାଇଛି।

ନକ୍ସଲ ଦମନ ପାଇଁ ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ୱ ପଞ୍ଚାୟତର କୁଂତୁରୁପଦରରେ ପ୍ରତିଷ୍ଠା ହୋଇଛି ପୁଲିସ କ୍ୟାମ୍ପ। ମାତ୍ର ଏହି କ୍ୟାମ୍ପକୁ ନକ୍ସଲମାନେ ବିରୋଧ କରୁଛନ୍ତି। ଏହାକୁ ବିରୋଧ କରି ଦୁଇ ଦିନ ତଳେ ନକ୍ସଲଙ୍କ ଏକ ପ୍ରଜାକୋର୍ଟ ବସିଥିଲା। କ୍ୟାମ୍ପକୁ ଯାଇଥିବା ବିଦ୍ୟୁତ ତାର କାଟିଦେବା ପାଇଁ ପ୍ରଜାକୋର୍ଟରେ ନିଷ୍ପତ୍ତି ହୋଇଥିଲା। ନକ୍ସଲଙ୍କ ଧମକ ଚମକ ଯୋଗୁ ସ୍ଥାନୀୟ ଲୋକେ ଆଜି ଏହି ବିଦ୍ୟୁତ ତାରଟିକୁ କାଟି ଦେଇଛନ୍ତି। ଯାହାଦ୍ୱାରା ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଛି।

କୁଂତୁରୁପଦର ପୁଲିସ କ୍ୟାମ୍ପକୁ ପୂର୍ବରୁ ମଧ୍ୟ ନକ୍ସଲମାନେ ବିରୋଧ କରି ଆସୁଥିଲେ। ଏହାର ପ୍ରତିବାଦରେ ନକ୍ସଲମାନେ ପ୍ରଜାମେଳି ଓ ଶୋଭାଯାତ୍ରା କରିଥିଲେ। ପୁଲିସ କ୍ୟାମ୍ପକୁ ବିରୋଧ କରି ନକ୍ସଲମାନେ ସ୍ଥାନୀୟ ଲୋକଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ମଧ୍ୟ ହୋଇଥିଲା। ଯାହାଫଳରେ ଆଜି ସ୍ଥାନୀୟ ଲୋକେ ବିଦ୍ୟୁତ ତାର କାଟି ଦିଆଯାଇଛି।

ଏନେଇ ମାଲକାନଗିରି ଏସ୍‌ପି କହିଛନ୍ତି, ବିଦ୍ୟୁତ କଟା ଗଲେ କିଛି ପ୍ରଭାବ ପଡ଼ିବ ନାହିଁ। କେମ୍ପରେ ବଡ଼ ଜେନେରେଟର ରହିଛି। ଅଳ୍ପ ଦିନ ମଧ୍ୟରେ କ୍ୟାମ୍ପରେ ନୂତନ ଟ୍ରାନ୍ସଫର୍ମର ବସିଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story