ମାର୍କେଟ ବିଲ୍‌ଡିଂରେ ଆତଙ୍କରାଜ ଖେଳାଇବା ମାମଲାରେ ଲାଗିଲା ଏନ୍‌ଏସ୍‌ଏ

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଭୁବନେଶ୍ୱର ମାର୍କେଟ୍‌ ବିଲଡିଂରେ ଆତଙ୍କରାଜ ଖେଳାଇବା ମାମଲାରେ ଅଭିଯୁକ୍ତଙ୍କ ନାଁରେ ଲାଗିଲା ଜାତୀୟ ନିରାପତ୍ତା ଆଇନ୍(NSA)। କମିଶନରେଟ୍‌ ପୁଲିସ ୩ ଜଣ ଅଭିଯୁକ୍ତଙ୍କ ନାଁରେ NSA ଲଗାଇଛି। ଏହି ୩ ଅଭିଯୁକ୍ତ ହେଲେ ଚନ୍ଦନ ଦାଶ, ବିଶ୍ୱନାଥ ପ୍ରଧାନ ଓ ପ୍ରତ୍ୟୁଷ କହଁର। ଜନଗହଳିପୂର୍ଣ୍ଣ ମାର୍କେଟ ବିଲଡିଂରେ ସାଧାରଣ ଜୀବନଯାତ୍ରା ଓ ଆଇନ୍‌ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ ଏମାନଙ୍କ ବିରୋଧରେ NSA ଲାଗିଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୮ ଜଣ ଅଭିଯୁକ୍ତଙ୍କୁ […]

market-building-750x420

market-building-750x420

Manoranjan Sial
  • Published: Thursday, 23 January 2020
  • Updated: 23 January 2020, 03:28 PM IST

Sports

Latest News

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଭୁବନେଶ୍ୱର ମାର୍କେଟ୍‌ ବିଲଡିଂରେ ଆତଙ୍କରାଜ ଖେଳାଇବା ମାମଲାରେ ଅଭିଯୁକ୍ତଙ୍କ ନାଁରେ ଲାଗିଲା ଜାତୀୟ ନିରାପତ୍ତା ଆଇନ୍(NSA)। କମିଶନରେଟ୍‌ ପୁଲିସ ୩ ଜଣ ଅଭିଯୁକ୍ତଙ୍କ ନାଁରେ NSA ଲଗାଇଛି। ଏହି ୩ ଅଭିଯୁକ୍ତ ହେଲେ ଚନ୍ଦନ ଦାଶ, ବିଶ୍ୱନାଥ ପ୍ରଧାନ ଓ ପ୍ରତ୍ୟୁଷ କହଁର। ଜନଗହଳିପୂର୍ଣ୍ଣ ମାର୍କେଟ ବିଲଡିଂରେ ସାଧାରଣ ଜୀବନଯାତ୍ରା ଓ ଆଇନ୍‌ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ ଏମାନଙ୍କ ବିରୋଧରେ NSA ଲାଗିଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୧୫ରୁ ଅଧିକ ନାବାଳକ।

ଗତ ୧୦ ସଞ୍ଜ ବେଳେ ମାର୍କେଟ ବଲ୍‌ଡିଂରେ ପଶି ୩୦ରୁ ଅଧିକ ଦୁର୍ବୃତ୍ତ ମୁଖା ପିନ୍ଧି ଗୋଟିଏ ପାର୍ଶ୍ୱରେ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଦୋକାନୀମାନେ ଦୋକାନ ଛାଡ଼ି ଦୌଡ଼ି ପଳାଇଥିଲେ। ଦୁର୍ବୃତ୍ତମାନଙ୍କ ମାଡ଼ରେ ୩ ଜଣ ଦୋକାନୀ ଆହତ ହୋଇଥିଲେ। ଏନେଇ ଅଭିଯୋଗ ହେବ ପରେ କମିଶନରେଟ୍‌ ପୁଲିସ ମାମଲା ରୁଜୁ କରି ୨୮ ଜଣଙ୍କୁ ଗିରଫ କରିଥିଲା। ଗିରଫଙ୍କ ମଧ୍ୟରେ ଜଣେ ଡିଏସ୍‌ପିଙ୍କ ପୁଅ ସମେତ ୧୫ ଜଣ ନାବାଳକ ଅଛନ୍ତି। ଏପରିକି ଏଥିରେ ରାଜନୈତିକ ଲିଙ୍କ ଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story