ପ୍ରେମକୁ ଡରିଗଲା କରୋନା, କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ପଡ଼ିଲା ବରଣମାଳା

କୋଣାର୍କ (ସଞ୍ଜୟ ପତି): ଲକ୍‌ଡାଉନ୍‌ ପୂର୍ବରୁ ହୋଇଥିଲା ପ୍ରେମ। ହେଲେ ସେହି ପ୍ରେମକୁ ପରିବାର ଲୋକେ ଦେଲେନି ସ୍ୱୀକୃତି। ଯେଉଁଥିପାଇଁ ପ୍ରେମୀ ଯୁଗଳ ଘର ଛାଡ଼ି ଚାଲି ଯାଇଥିଲେ ଗୁଜରାଟ। ଲକ୍‌ଡାଉନ୍‌ ଯୋଗୁ ସେମାନେ ସେଠି ଫସି ଯାଇଥିଲେ। ସ୍ପଶାଲ ଶ୍ରମିକ ଟ୍ରେନ୍‌ରେ ସେମାନେ ଘରକୁ ଫେରି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ। କ୍ୱାରେଣ୍ଟାଇନ୍‌ ଅବଧି ସରିବା ପରେ ସେଠାରେ ଉଭୟଙ୍କର ହୋଇଛି ବାହାଘର। ଗତ ଦୁଇ ଦିନ ତଳେ ଏପରି ବାହାଘର ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳରେ […]

konark

konark

Manoranjan Sial
  • Published: Wednesday, 27 May 2020
  • Updated: 27 May 2020, 09:39 PM IST

Sports

Latest News

କୋଣାର୍କ (ସଞ୍ଜୟ ପତି): ଲକ୍‌ଡାଉନ୍‌ ପୂର୍ବରୁ ହୋଇଥିଲା ପ୍ରେମ। ହେଲେ ସେହି ପ୍ରେମକୁ ପରିବାର ଲୋକେ ଦେଲେନି ସ୍ୱୀକୃତି। ଯେଉଁଥିପାଇଁ ପ୍ରେମୀ ଯୁଗଳ ଘର ଛାଡ଼ି ଚାଲି ଯାଇଥିଲେ ଗୁଜରାଟ। ଲକ୍‌ଡାଉନ୍‌ ଯୋଗୁ ସେମାନେ ସେଠି ଫସି ଯାଇଥିଲେ। ସ୍ପଶାଲ ଶ୍ରମିକ ଟ୍ରେନ୍‌ରେ ସେମାନେ ଘରକୁ ଫେରି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ। କ୍ୱାରେଣ୍ଟାଇନ୍‌ ଅବଧି ସରିବା ପରେ ସେଠାରେ ଉଭୟଙ୍କର ହୋଇଛି ବାହାଘର। ଗତ ଦୁଇ ଦିନ ତଳେ ଏପରି ବାହାଘର ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳରେ ଘଟିଛି।

ନିମାପଡ଼ା ସଗଡ଼ା ଗାଁର ସୌରଭ ଦାସ ଡେଲାଙ୍ଗ ଘୋରଡିଆ ଗ୍ରାମର ପିଙ୍କିରାଣୀ ଦାସଙ୍କୁ ଭଲ ପାଉଥିଲେ। ମାତ୍ର ସେମାନଙ୍କ ପ୍ରେମ ସମ୍ପର୍କକୁ ଉଭୟ ପରିବାର ସ୍ୱୀକୃତି ଦେଇନଥିଲେ। ବିରୋଧ କରିବାରୁ ସୌରଭ ଓ ପିଙ୍କି ଟ୍ରେନ୍‌ରେ ଗୁଜରାଟର ଅହମ୍ମଦାବାଦ ପଳାଇ ଯାଇଥିଲେ। ସେଠାରେ ସୌରଭ ଏକ କମ୍ପାନୀରେ କାମ କରୁଥିଲେ। ସେ ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲେ।

ତେବେ ମହାମାରୀ ‘କରୋନା’ ପାଇଁ ଦିଆଯାଇଥିବା ଲକ୍‌ଡାଉନ୍‌ ଯୋଗୁଁ ଅହମ୍ମଦାବାଦରେ ବନ୍ଦ ହୋଇଗଲା ସବୁ କମ୍ପାନୀ। ତେଣୁ ଚାକିରି ହରାଇଲେ ସୌରଭ। ପାଖରେ ଯାହା ସଞ୍ଚିତ ଅର୍ଥ ଥିଲା, ସେଥିରେ ଦୁଃଖକଷ୍ଟରେ ଚଳିଲେ। ଏହାରି ଭିତରେ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଚାଲିଲା। ସେହି ଟ୍ରେନ୍‌ରେ ଉଭୟ ଘରକୁ ଫେରିଲେ। ସେମାନଙ୍କୁ ସଗଡ଼ା ଅଙ୍ଗନବାଡି କେନ୍ଦ୍ରରେ କରାଯାଇଥିବା କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ରଖାଯାଇଥିଲା। ୧୪ ଦିନ ପରେ ସେମାନଙ୍କ ରକ୍ତ ଓ ସ୍ୱାଗ୍‌ ଟେଷ୍ଟ ପାଇଁ ପଠାଯାଇଥିଲା। ରିପୋର୍ଟ ନେଗେଟିଭ୍‌ ଆସିବା ପରେ ସେମାନଙ୍କୁ ଘରକୁ ଛାଡ଼ିବା ପାଇଁ ଅନୁମତି ଦିଆଯାଇଥିଲା।

ଗତ ମଙ୍ଗଳବାର କ୍ୱାରେଣ୍ଟାଇନ୍‌ କେନ୍ଦ୍ର ଛାଡ଼ିବା ପୂର୍ବରୁ ସୌରଭ ଓ ପିଙ୍କିଙ୍କର ବାହାଘର କରିବାକୁ ନିଷ୍ପତ୍ତି ହୋଇଥିଲା। କ୍ୱାରେଣ୍ଟାଇନ୍‌ କେନ୍ଦ୍ର ଦାୟୀତ୍ୱରେ ଥିବା ଅଧିକାରୀ, ସରପଞ୍ଚ, ଆଶା, ଅଙ୍ଗନବାଡ଼ି କର୍ମୀ ଓ ପୁଅ ଘର ଲୋକଙ୍କ ଉପସ୍ଥିତିରେ ହୋଇଥିଲା ବାହାଘର। ସୌରଭ ବର ବେଶରେ ଓ ପିଙ୍କି କନିଆ ବେଶରେ ସଜେଇ ହୋଇଥିଲେ। ଆଉ ତା’ପରେ ମାଳ ଅଦଳ ବଦଳ କରିଥିଲେ ଉଭୟ। ତା’ପରେ ପିଙ୍କିଙ୍କ କପାଳରେ ସିନ୍ଦୂର ଦେଇଥିଲେ ସୌରଭ। ଲକ୍‌ଡାଉନ୍‌ ଯୋଗୁଁ ବାହାଘରରେ ଝିଅ ପକ୍ଷରୁ କେହି ଆସିନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story